ଆଜିର ରାଶିଫଳ: ଏହି ରାଶିର ଲୋକେ ନିଜ ପୁରୁଣା ସାଙ୍ଗଙ୍କୁ ଭେଟିବେ

ମନ ଖୁସି ରହିବ। ପରିବାରର କୌଣସି ମହିଳାଙ୍କଠାରୁ ଧନ ପ୍ରାପ୍ତିର ସୁଯୋଗ ମିଳିବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆତ୍ମବିଶ୍ୱାସ ଭରପୂର ରହିବ। ଚାକିରିରେ ଅଫିସରମାନଙ୍କ ସହଯୋଗ ମିଳିବ। ଆୟ ବଢ଼ିବ। ପୁରୁଣା ସାଙ୍ଗମାନଙ୍କୁ ଭେଟିବେ।

ମେଷ: ମନ ଖୁସି ରହିବ। ପରିବାରର କୌଣସି ମହିଳାଙ୍କଠାରୁ ଧନ ପ୍ରାପ୍ତିର ସୁଯୋଗ ମିଳିବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବୃଷ: ଆତ୍ମବିଶ୍ୱାସ ଭରପୂର ରହିବ। ଚାକିରିରେ ଅଫିସରମାନଙ୍କ ସହଯୋଗ ମିଳିବ। ଆୟ ବୃଦ୍ଧି ହେବ। ସାଙ୍ଗମାନଙ୍କୁ ଭେଟିପାରନ୍ତି।

ମିଥୁନ: ସଂଯତ ରୁହନ୍ତୁ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ଅଧିକ ପରିଶ୍ରମ କରିବେ। ମାନସିକ ଶାନ୍ତି ରହିବ। ପରିବାରର ସାଥ୍‌ ମିଳିବ।

କର୍କଟ: ମନ ପ୍ରସନ୍ନ ରହିବ। କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ସନ୍ତାନ ସୁଖ ବଢ଼ିବ।

ସିଂହ: ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ। ଚାକିରିରେ ଅତିରିକ୍ତ ଦାୟିତ୍ୱ ମିଳିପାରେ। ପରିବାର ସହିତ କୌଣସି ଧାର୍ମିକ ଯାତ୍ରାକୁ ଯିବେ।

କନ୍ୟା: ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ। ଆତ୍ମବିଶ୍ୱାସ ଭରପୂର ରହିବ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ।

ତୁଳା: ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ। ବାପାଙ୍କ ସହଯୋଗ ମିଳିବ। ଆୟ କମ୍‌ ଏବଂ ଖର୍ଚ୍ଚ ଅଧିକ ରହିବ।

ବିଛା: ମନ ପ୍ରସନ୍ନ ରହିବ। ଚାକିରିରେ ଉନ୍ନତିର ଅବସର ମିଳିପାରେ। ଆୟ ବୃଦ୍ଧି ପାଇବ। ବାହନ ସୁଖ ବଢ଼ିପାରେ। ପୁରୁଣା ସାଙ୍ଗଙ୍କୁ ଭେଟିବେ।

ଧନୁ ସାଙ୍ଗଙ୍କ ସହଯୋଗ ମିଳିବ। ଚାକିରିରେ ଅତିରିକ୍ତ ଦାୟିତ୍ୱ ମିଳିବ। ମନ ଅଶାନ୍ତ ରହିବ। କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ମନ ଶାନ୍ତ ରହିବ। ବ୍ୟବସାୟରେ ଲାଭ ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ। ଆଳସ୍ୟ ଅଧିକ ରହିବ। ଚିନ୍ତାରୁ ଦୂରେଇ ରୁହନ୍ତୁ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଅତ୍ୟଧିକ କ୍ରୋଧ କରିବେ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ଆୟ ବୃଦ୍ଧି ପାଇବ।

ମୀନ: ଦାମ୍ପତ୍ୟ ସୁଖ ବୃଦ୍ଧି ପାଇବ। ପୈତୃକ ସମ୍ପତ୍ତିରୁ ଧନ ପ୍ରାପ୍ତି ହୋଇପାରେ। ମାନସିକ ଶାନ୍ତି ରହିବ। ଭାଇ, ଭଉଣୀଙ୍କ ଠାରୁ ସହଯୋଗ ମିଳିବ।

Leave A Reply

Your email address will not be published.