Below header

ଆଜିର ରାଶିଫଳ : ଜାଣନ୍ତୁ ଏହି ରାଶି ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିବ

ବ୍ୟବସାୟ କରୁଥିଲେ ତାହା ଠିକ୍‌ ଠାକ୍‌ ରହିବ । ଖର୍ଚ୍ଚ ହୋଇପାରେ । ଛାତ୍ରଛାଛ୍ରୀଙ୍କୁ କିଛି ନୂଆ ଶିଖିବା ପାଇଁ ମିଳିବ । ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ । ମହିଳାମାନେ ନିଜ ଉପରେ ଆଜି ଅଧିକ ଧ୍ୟାନ ଦେବେ । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ରହିବ । ପିଲାମାନେ ଆଜି ମା’ଙ୍କୁ ଘର କାମରେ ସାହାଯ୍ୟ କରିବେ । ପିଲାମାନଙ୍କୁ ମା’ର ଭଲ ପାଇବା ମଳିବ ।

ମେଷ: କିଛି ନୂଆ ଉପାୟରେ କାମ କରିବେ ଏବଂ ତାହା ପୂରା ହେବ । ଜୀବନସାଥୀଙ୍କ ସହ ଦିନଟି ଠିକ୍‌ ରହିବ । ଆଜି କାହାକୁ ଉଧାର ଦିଅନ୍ତୁ ନାହିଁ । ପରିବାରରେ ସବୁ ଠିକ୍‌ ରହିବ ଓ ଆର୍ଥକ ସ୍ଥିତି ଠିକ୍‌ ରହିବ । ଆଜି ଆପଣ ପୂଜା ପାଠରେ ମନ ଦେବେ । କିଛି ନୂଆ ଅନୁଭୂତି ପ୍ରାତିଃ ହୋଇପାରେ । ଯେକୌଣସି କାମ କରିବା ପାଇଁ ଚାହୁଁଛନ୍ତି, ତାହା ସମୟରେ ପୂରା ହୋଇଯିବ ।

ବୃଷ: ବ୍ୟବସାୟ କରୁଥିଲେ ତାହା ଠିକ୍‌ ଠାକ୍‌ ରହିବ । ଖର୍ଚ୍ଚ ହୋଇପାରେ । ଛାତ୍ରଛାଛ୍ରୀଙ୍କୁ କିଛି ନୂଆ ଶିଖିବା ପାଇଁ ମିଳିବ । ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ । ମହିଳାମାନେ ନିଜ ଉପରେ ଆଜି ଅଧିକ ଧ୍ୟାନ ଦେବେ । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ରହିବ । ପିଲାମାନେ ଆଜି ମା’ଙ୍କୁ ଘର କାମରେ ସାହାଯ୍ୟ କରିବେ । ପିଲାମାନଙ୍କୁ ମା’ର ଭଲ ପାଇବା ମଳିବ ।

ମିଥୁନ: ଅଫିସ୍‌ର କୌଣସି କାମରେ ଉପର କର୍ମଚାରିଙ୍କ ସାହାଯ୍ୟ ମିଳିବ । କିଛି କାମ ସହଜରେ ପୂରା ହୋଇଯିବ । ଆଜି ନିଜର ଅନେକ ପ୍ରକାରର ପ୍ରତିଭା ଦେଖାଇବା ପାଇଁ ଆପଣଙ୍କୁ ଅବସର ପ୍ରାତିଃ ହେବ । ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ।  ଛାତ୍ରଛାତ୍ରୀଙ୍କୁ ପାଠପଢା ପ୍ରତି ଧ୍ୟାନ ଦେବା ଜରୁରୀ । ପରିବାରରେ କିଛି ନୂଆ ଦାୟିତ୍ୱ ମିଳିବ । ସ୍ୱାସ୍ଥ୍ୟ ଠିକ୍‌ ରହିବ ।

କର୍କଟ: କୌଣସି କାମ କରୁଥିବା ସମୟରେ ଆପଣ ଅନ୍ୟ କାମ ସାରିବା ପାଇଁ ଚେଷ୍ଟା କରିବେ । ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ । ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି । ପାରିବାରିକ ସମ୍ପର୍କ ଭଲ ରହିବ । ମିତ୍ର କୌଣସି କାମରେ ସାହାଯ୍ୟ କରିବେ, ଯାହାଦ୍ୱାରା କାମ ବହୁତ ସହଜରେ ପୂରା ହୋଇଯିବ । ବ୍ୟବହାର ଖରାପ ଯୋଗୁ ଲୋକଙ୍କ ସହ ଆପଣଙ୍କର ଝଗଡା ହୋଇପାରେ ।

ସିଂହ: ଆଜି ଲଭ୍‌ମେଣ୍ଟ୍‌ଙ୍କ ସମ୍ପର୍କ ବହୁତ ଭଲ ରହିବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭମୟ ହେବ। ଆପଣ ନିଜ କାମ କରିବା ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବେ । ଯାହାଦ୍ୱାରା ଆପଣଙ୍କ ଭବିଷ୍ୟତରେ ଲାଭ ହେବ । ଅଟକିଥିବା କାମ ପୂରା ହେବ । ଅଫିସ୍‌ର ଯେକୌଣସି କାମ ଧିରେ ଧିରେ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଏହି ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ଏବଂ ପଢିବାରେ ମନ ଲାଗିବ ।

କନ୍ୟା: ଜୀବନସାଥୀଙ୍କ ସହ ଝଗଡା ଦୂର ହେବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦ୍ୱନ୍ଦ୍ୱରେ ରହିବେ । କୌଣସି କାମ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ଠାରୁ ଉପଦେଶ ନେବା ଠିକ୍‌ ହେବ। ଲଭ୍‌ମେଣ୍ଟ୍‌ଙ୍କ ସହ ବାହାରକୁ ଯାଇପାରନ୍ତି । ପୂର୍ବରୁ କରିଥିବା କାମରେ ସଫଳତା ମିଳିବ, ଚାକିରି ମଧ୍ୟ ମିଳିଯିବ । ଏହାସହ ସାଙ୍ଗସାଥିଙ୍କ ସହ ଭେଟ ହେବାର ସୁଯୋଗ ରହିଛି ।

ତୁଳା: ଘରକୁ ନେଇ କିଛି ବଡ ନିଷ୍ପତି ନେଇ ପାରନ୍ତି । ଅର୍ଥ ସମସ୍ୟା ହୋଇପାରେ । କିଛି କାମ କରିବା ଯୋଗୁ ଲୋକମାନେ ଆପଣଙ୍କର ପ୍ରଶଂସା କରିବେ । ପାରିବାରିକ ସମସ୍ୟା ଦୂର ହୋଇପାରେ । ଆପଣଙ୍କ ପାଇଁ ଦିନଟି ଠିକ୍‌ ଠାକ୍‌ ରହିବ ।  ସାଙ୍ଗ ସହ ଭଲ ସମୟ କଟିବ । ହଠାତ୍‌ କୌଣସି ସ୍ଥାନରୁ ଧନ ଲାଭ ହୋଇପାରେ ।

ବିଛା: ଦାମ୍ପତ୍ୟ ଜୀବନରେ ଶୁଭ ସମାଚାର ମିଳିପାରେ। ପରିବାରରେ ବିବାଦ ଥିଲେ ତାହା ବହୁତ ଶୀଘ୍ର ଠିକ୍‌ ହୋଇଯିବ । ଆସବାବପତ୍ର କିଣିବା ପାଇଁ ଦିନଟି ଭଲ । ରାଜନୀତି କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଲୋକମାନେ ଆପଣଙ୍କଠାରୁ କିଛି କଥା ଶିଖିବା ପାଇଁ ଚେଷ୍ଟା କରିବେ । ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମଉକା ମିଳିବ । ଖେଳାଳିଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ଧନୁ: ଭାଇଙ୍କ ସହ ସମ୍ପର୍କ ସଦୃଢ ହେବ ।  ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ ରହିବ । ଜୀବନସାଥୀଙ୍କ ସହ କଳହ ଦୂର ହେବ । ନୂଆ କାମ କରିପାରନ୍ତି । ଦିନଟି ଠିକ୍‌ ଠାକ୍‌ ରହିବ । ଧନ ଲାଭ ହୋଇପାରେ । ଜମି କିଣିବା ପାଇଁ ଦିନଟି ଭଲ ରହିବ । କିଛି ପୂର୍ବ କାମର ଫଳ ମିଳିବ । ଜୀବନର କୌଣସି ପୁରୁଣା କଥାକୁ ଛାଡି ଆଗକୁ ବଢିବେ ।

ମକର: ଆପଣ ଅଧିକ ସମୟ ପରିବାର ଏବଂ ସାଙ୍ଗଙ୍କ ସହ ଅତିବାହିତ କରିବେ । ଏହି ରାଶିର ଲୋକେ କିଛି ଚୁକ୍ତି ସ୍ୱାକ୍ଷର କରିବେ ।  କିଛି ନୂଆ କାମ ପାଇଁ ଯୋଜନା କରିବେ । ଚାକିରିରେ ପଦୋନ୍ନତି ମିଳିବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପୂର୍ଣ୍ଣବାର ଭାବିବା ଉଚିତ୍‌ ହେବ ।

କୁମ୍ଭ: କନ୍ୟାଙ୍କ ପାଇଁ ଦିନଟି ଭଲ ରହିବ । ସ୍ୱାସ୍ଥ୍ୟ ଠିକ୍‌ ରହିବ । ଜୀବନରେ ଆଗକୁ ସଫଳତା ମଳିପାରେ । ମାଆଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ । ଛାତ୍ରଛାତ୍ରୀଙ୍କ ପାଠପଢାରେ ମନ ଲାଗି ରହିବ । ଦିନଟି ଆପଣଙ୍କ ପାଇଁ ଶୁଭ ରହିବ । ଆଜି ଆପଣ ଅଧିକ ଖର୍ଚ୍ଚ କରନ୍ତୁ ନାହିିଁ। ଆଜି କିଛି ନୂଆ ଦାୟିତ୍ୱ ମିଳିବ । ଲଭ୍‌ମେଣ୍ଟ୍‌ଙ୍କ ସହ ବାହାରକୁ ଯାଇ ପାରନ୍ତି । ସାଙ୍ଗଙ୍କ ସହ ଦିନଟି ଭଲ ରହିବ ।

ମୀନ: ବିବାହ ପାଇଁ କିଛି କଥା ଆଗକୁ ବଢିବ । ଅଟକିଥିବା କାମ ପୂରା ହେବ । ଯାହାର ଲାଭ ଆଗକୁ ଆସୁଥିବା ସମୟରେ ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ । ଯାହାଦ୍ୱାରା ପୂରା ଦିନ ଆପଣ ଖୁସି ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ । ଚାକିରି ମିଳିବାର ସମ୍ଭାବନା ରହିଛି । ଆଜି ଆପଣ ବ୍ୟବସାୟ କିମ୍ବା ଅଫିସ୍‌ କାମରେ ଯାତ୍ରା କରିପାରନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.