Below header

ରାଶିଫଳ : ଏହି ରାଶିର ଲୋକଙ୍କ ଘରେ ଆଜି ଖୁସିର ବାତାବରଣ ରହିବ

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭମୟ।  ଆପଣଙ୍କ ଉପରେ କାମର ବୋଝ ଅଧିକ ରହିବ। ସମସ୍ତଙ୍କ ସହିତ ମିଶିକି ଚାଲିବାକୁ ଚେଷ୍ଟା କରିବେ। ନିର୍ଣ୍ଣୟ ନେବାର କ୍ଷମତା ବଢ଼ିବ। ମା’, ବାପା ଆପଣଙ୍କ ଉପରେ ଖୁସି ହେବେ।

ମେଷ: ଘରକୁ କୌଣସି ନୂଆ ସଦସ୍ୟଙ୍କର ଆଗମନ ହୋଇପାରେ। ଚାକିରିଆଙ୍କର ପ୍ରମୋସନ ହୋଇପାରେ। ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ଦିନଟି ଭଲ ରହିଛି।  ସାଙ୍ଗଙ୍କ ସହ ଭେଟ ହୋଇପାରେ।

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭମୟ।  ଆପଣଙ୍କ ଉପରେ କାମର ବୋଝ ଅଧିକ ରହିବ। ସମସ୍ତଙ୍କ ସହିତ ମିଶିକି ଚାଲିବାକୁ ଚେଷ୍ଟା କରିବେ। ନିର୍ଣ୍ଣୟ ନେବାର କ୍ଷମତା ବଢ଼ିବ। ମା’, ବାପା ଆପଣଙ୍କ ଉପରେ ଖୁସି ହେବେ।

ମିଥୁନ: କିଛି ନୂଆ ସମ୍ପର୍କ ସହ ଆପଣ ଆଗକୁ ବଢ଼ିବେ। ଭାଇଚାରାର ଭାବନା ଆପଣଙ୍କ ମନରେ ରହିବ। ଆଜି ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି। କୌଣସି ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚାରେ ସାମିଲ ହୋଇପାରନ୍ତି।

କର୍କଟ: ଘନିଷ୍ଠ ଲୋକଙ୍କଠାରୁ ସାବଧାନ ରହିବାର ଆବଶ୍ୟକ ଅଛି। ବଡ଼ମାନଙ୍କ ପ୍ରତି ଆଦର ଏବଂ ସମ୍ମାନ ବଜାୟ ରଖନ୍ତୁ। କୌଣସି କାମ ଆଜି ତରବରିଆ ଭାବେ କରନ୍ତୁ ନାହିଁ।

ସିଂହ: କୌଣସି ପୁରୁଣା ମିତ୍ରଙ୍କୁ ଦୀର୍ଘ ଦିନ ପରେ ଭେଟିବେ। ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଭଲ ରହିବ। କାର୍ଯ୍ୟ କ୍ଷମତା ବଢ଼ିବ।  ସେବା କ୍ଷେତ୍ରରେ ଆପଣଙ୍କର ପୂରା ରୁଚି ରହିବ।

କନ୍ୟା: କୌଣସି ବିପଦପୂର୍ଣ୍ଣ କାମ ଆଜି କରନ୍ତୁ ନାହିଁ। ଚାକିରି ଖୋଜୁଥିବା ଲୋକଙ୍କୁ ଖୁସି ଖବର ମିଳିପାରେ। ଆଜି ଆପଣଙ୍କ ଦିନଟି ଗୁରୁତ୍ୱପୂର୍ଣ୍ଣ ରହିବ। ନିଜର କିଛି ଦାୟିତ୍ୱ ଅନ୍ୟ ଉପରେ ପକାନ୍ତୁ ନାହିଁ।

ତୁଳା: ଲେଣଦେଣ ସମ୍ବନ୍ଧିତ ମାମଲାରେ ଆଜି ଆପଣଙ୍କ ଦିନ ଭଲ ରହିବ। ଆଜି ଦାୟିତ୍ୱର ସହ କାମ କରିବେ।  କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଆଜି ଆପଣଙ୍କ ପଦ, ପ୍ରତିଷ୍ଠା ବଢ଼ିବ।

ବିଛା: ବଡ଼ମାନଙ୍କର ସହଯୋଗ ଓ ସମର୍ଥନ ମିଳିବ। ଶାଶୁଘର ଲୋକଙ୍କଠାରୁ ବିନା କାରଣରେ କିଛି ଗାଳି ଶୁଣିବାକୁ ପଡ଼ିପାରେ। ଆଜି ଧାର୍ମିକ କାର୍ଯ୍ୟ ଉପରେ ପୂରା ଫୋକସ୍‌ ରହିବ।

ଧନୁ: ବରିଷ୍ଠ ସଦସ୍ୟମାନଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ନିଜର ବହୁମୁଖି ପ୍ରତିଭା ଦ୍ୱାରା ଆଜି ଆପଣ ଆଗକୁ ବଢ଼ିବେ। ସେବା କାର୍ଯ୍ୟ କରିବେ।  ଆପଣଙ୍କ ବାଣୀରେ ମଧୁରତା ଦେଖି ବନ୍ଧୁଙ୍କ ସଂଖ୍ୟା ବଢ଼ିବ।

ମକର: ବିଦେଶ ଯାତ୍ରା କରିବାକୁ ମଉକା ମିଳିବ। ବ୍ୟବସାୟିକ ମାମଲାରେ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ। ଆପଣ ଆସ୍ଥା ଓ ବିଶ୍ୱାସର ସହିତ ଆଗକୁ ବଢ଼ିବେ।

କୁମ୍ଭ: ଆଜି ଆପଣ ନିଜ ବାଣୀର ମଧୁରତାକୁ ବଜାୟ ରଖିବେ ଏବଂ ସମସ୍ତଙ୍କ ସହିତ ମିଳିମିଶି ଚାଲିବାକୁ ଚେଷ୍ଟା କରିବେ। ଆଜି ଆପଣଙ୍କ ପଦ, ପ୍ରତିଷ୍ଠା ବଢ଼ିବ।  ଆର୍ଥିକ ମାମଲାରେ ସାବଧାନ ରହିବାକୁ ହେବ।

ମୀନ: ଆପଣଙ୍କର କୌଣସି ଭୁଲ୍‌ ପରିବାର ସଦସ୍ୟଙ୍କ ସାମ୍ନାକୁ ଆସିପାରେ। ଆପଣଙ୍କ ମାନ ସମ୍ମାନ ବଢ଼ିବ। ଯଦି ଆପଣଙ୍କର କୌଣସି ପ୍ରିୟ ବସ୍ତୁ ହଜିଯାଇଛି, ତାହାକୁ ଆପଣ ଖୋଜି ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.