ଓଡ଼ିଶା ଜଙ୍ଗଲରେ ଦେଖାଦେଲା ବିରଳ କଳା ବାଘ

ଓଡ଼ିଶା ଜଙ୍ଗଲରେ କଳା ବାଘ । ରାଜ୍ୟ ପାଇଁ ବେଶ ଉତ୍ସାହଜନକ ଘଟଣା। କେନ୍ଦ୍ରୀୟ ଓଡ଼ିଶା ଜଙ୍ଗଲରେ ଠାବ ହୋଇଛି କଳା ବାଘ। ଏବେ ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ କ୍ୟାମେରା ଲେନ୍ସରେ କଏଦ ହୋଇଛି ଏହି ବିରଳ ପ୍ରଜାତିର ବାଘ।

(କେନ୍ୟୁଜ): ଓଡ଼ିଶା ଜଙ୍ଗଲରେ କଳା ବାଘ । ରାଜ୍ୟ ପାଇଁ ବେଶ ଉତ୍ସାହଜନକ ଘଟଣା। କେନ୍ଦ୍ରୀୟ ଓଡ଼ିଶା ଜଙ୍ଗଲରେ ଠାବ ହୋଇଛି କଳା ବାଘ। ଏବେ ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ କ୍ୟାମେରା ଲେନ୍ସରେ କଏଦ ହୋଇଛି ଏହି ବିରଳ ପ୍ରଜାତିର ବାଘ। ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ। ଓଡ଼ିଶା ଜଙ୍ଗଲରେ କଳା ବାଘ ଠାବ ହେବାକୁ ସେ ଆଶାତୀତ ଏବଂ ଉତ୍ସହଜନକ ବୋଲି କହିଛନ୍ତି। ପୂର୍ବରୁ ଶିମିଳିପାଳରେ କଳାବାଘ ଠାବ ହୋଇଥିଲା। ବାଘର ବିଭିନ୍ନ ପ୍ରଜାତି ମଧ୍ୟରେ କଳାବାଘ ବିରଳ ପ୍ରଜାତିର।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.