Below header
Browsing Tag

black tiger

ଓଡ଼ିଶା ଜଙ୍ଗଲରେ ପ୍ରକୃତିର ଆଶ୍ଚର୍ଯ୍ୟ, ମା’ କଳାବାଘୁଣୀ ସହ ବୁଲୁଛନ୍ତି ଦୁଇ ଶାବକ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଜଙ୍ଗଲରେ ପ୍ରକୃତିର ଆଶ୍ଚର୍ଯ୍ୟ । କେନ୍ଦ୍ରୀୟ ଓଡ଼ିଶାର ଏକ ଜଙ୍ଗଲରେ ଦୁଇ ଛୁଆଙ୍କୁ ଧରି ବୁଲୁଛି କଳାବାଘୁଣୀ। ଏକ କଳା ରଂଗର କଲରାପତରିଆ ବାଘୁଣୀ ନିଜ ଦୁଇ ଛୁଆ ସହ ଜଙ୍ଗଲରେ ବୁଲୁଥିବା ଫଟୋ ସାମ୍ନାକୁ ଆସିଛି। ତେବେ ଦୁଇ ଛୁଆ ଭିତରୁ ଗୋଟିଏ ସାଧାରଣ କଲରାପତରିଆ…

ସୁନ୍ଦରଗଡ଼ରେ ପୁଣି ବିରଳ କଳା ବାଘ, ୬ ବର୍ଷ ପରେ ବନ ବିଭାଗ କ୍ୟାମେରାରେ କଏଦ

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ରେ ପୁଣି ବିରଳ କଳା ବାଘ । ବନ ବିଭାଗ କ୍ୟାମେରାରେ ଠାବ ହେଲା ବାଘ । ହେମଗିରି ଫରେଷ୍ଟ ରେଞ୍ଜ ଗର୍ଜନ ପାହାଡ଼ ଫରେଷ୍ଟ ରେଞ୍ଜର ଜଙ୍ଗଲରୁ ଠାବ ହେଲା ବିରଳ କଳା ବାଘ । ପୂର୍ବରୁ ୨୦୧୮ ମସିହାରେ ଏହି ବାଘକୁ ଠାବ କରିଥିଲା ବନବିଭାଗର କ୍ୟାମେରା । ହେଲେ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କଳା ବାଘ ସଫାରୀ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କଳା ବାଘ ସଫାରୀ । ବିରଳ ପ୍ରଜାତିର କଳାବାଘଙ୍କୁ ଅତି ପାଖରୁ ଦେଖିବେ ପର୍ଯ୍ୟଟକ । ମୟୂରଭଞ୍ଜ ଜିଲ୍ଲାରେ ହେଉଛି ବିଶ୍ବର ପ୍ରଥମ କଳା ବାଘ ସଫାରୀ । ଏନଟିସିଏ ଅନୁମତି ପରେ ଏଥିପାଇଁ କାମ ଆଗେଇଛି । ବାରିପଦା ସହର ନିକଟ…

ଘର ସାମ୍ନାରେ ବୁଲୁଥିଲା ବ୍ଲାକ୍‌ ପାନ୍ଥର, ସିସିଟିଭିର ଭିଡିଓ ହେଉଛି ଭାଇରାଲ୍‌

ବ୍ଲାକ୍ ପାନ୍ଥର୍ ନାଁ ଶୁଣିଲେ ହିଁ ମନରେ ଭୟ ଆସୁଛି । ଆପଣ କେବେ ଏହି ବ୍ଲାକ୍ ପାନ୍ଥର୍ କୁ ଦେଖିଛନ୍ତି କି । ଜଙ୍ଗଲ ବୁକ୍' ସିନେମାରେ ହିଁ ଆପଣମାନେ ଏହି କଳା ବାଘକୁ ଦେଖିଥିବେ, କାରଣ ଏମାନଙ୍କ ସଂଖ୍ୟା ଖୁବ୍‌ କମ୍‌ । କିନ୍ତୁ ଆମ ଭାରତରେ କିଛି କଳା ବାଘ ଥିବା ଦେଖିବାକୁ ମିଳେ ।…

ଶିମିଳିପାଳରେ ହେବ ପ୍ରଥମ କଳା ବାଘ ସଫାରୀ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଖୁବ ଶୀଘ୍ର ଓଡ଼ିଶାରେ ପ୍ରତିଷ୍ଠା ହେବ କଳାବାଘ ସଫାରି । ମୟୂରଭଞ୍ଜ ଶିମିଳିପାରେ ପ୍ରତିଷ୍ଠା ହେବ ସଫାରି । ବିଶ୍ବର ପ୍ରଥମ କଳାବାଘ ସଫାରି ପ୍ରତିଷ୍ଠା ହେବ । ଏଥିପାଇଁ NH-୧୮ ନିକଟରେ ୨୦୦ ହେକ୍ଟର ଏରିଆ ଚିହ୍ନଟ ହୋଇଛି । ଶିମିଳିପାଳ ଅଭୟାରଣ୍ୟଠାରୁ ୧୫ କିମି ଦୂରରେ…

ଓଡ଼ିଶା ଜଙ୍ଗଲରେ ବିରଳ କଳା ବାଘ, ଶରୀରରେ ପଡିଛି ମୋଟା ବହଳର କଳାପଟି

(କେନ୍ୟୁଜ): ଓଡ଼ିଶା ଜଙ୍ଗଲରେ ବିରଳ କଳା ବାଘ । ବାଘର ବିଭିନ୍ନ ପ୍ରଜାତି ମଧ୍ୟରେ କଳାବାଘ ବିରଳ ପ୍ରଜାତିର। ଏହି ବାଘ ଶରୀରରେ ମୋଟା ମୋଟା ବହଳ କଳାପଟି ରହିଛି । ଏହା ସଂପୂର୍ଣ୍ଣ ସ୍ୟୁଡୋ ମେଲାନିଷ୍ଟିକ ଟାଇଗର ପରିବାରର । ପ୍ରକୃତି ଆମକୁ ସବୁବେଳେ ଚମତ୍କୃତ କରିଥାଏ । ଓଡ଼ିଶା ଜଙ୍ଗଲରେ…

ଓଡ଼ିଶା ଜଙ୍ଗଲରେ ଦେଖାଦେଲା ବିରଳ କଳା ବାଘ

(କେନ୍ୟୁଜ): ଓଡ଼ିଶା ଜଙ୍ଗଲରେ କଳା ବାଘ । ରାଜ୍ୟ ପାଇଁ ବେଶ ଉତ୍ସାହଜନକ ଘଟଣା। କେନ୍ଦ୍ରୀୟ ଓଡ଼ିଶା ଜଙ୍ଗଲରେ ଠାବ ହୋଇଛି କଳା ବାଘ। ଏବେ ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ କ୍ୟାମେରା ଲେନ୍ସରେ କଏଦ ହୋଇଛି ଏହି ବିରଳ ପ୍ରଜାତିର ବାଘ। ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପିସିସିଏଫ…