ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କଳା ବାଘ ସଫାରୀ
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କଳା ବାଘ ସଫାରୀ । ବିରଳ ପ୍ରଜାତିର କଳାବାଘଙ୍କୁ ଅତି ପାଖରୁ ଦେଖିବେ ପର୍ଯ୍ୟଟକ ।

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କଳା ବାଘ ସଫାରୀ । ବିରଳ ପ୍ରଜାତିର କଳାବାଘଙ୍କୁ ଅତି ପାଖରୁ ଦେଖିବେ ପର୍ଯ୍ୟଟକ । ମୟୂରଭଞ୍ଜ ଜିଲ୍ଲାରେ ହେଉଛି ବିଶ୍ବର ପ୍ରଥମ କଳା ବାଘ ସଫାରୀ । ଏନଟିସିଏ ଅନୁମତି ପରେ ଏଥିପାଇଁ କାମ ଆଗେଇଛି । ବାରିପଦା ସହର ନିକଟ ମଞ୍ଚାବନ୍ଧା ସଂରକ୍ଷିତ ଜଙ୍ଗଲରେ ଏହି ବ୍ଲାକ୍ ଟାଇଗଲ୍ ସଫାରୀ ହେବ । ଏବେ ଶିମିଳିପାଳରେ ସର୍ବାଧିକ ୧୩ଟି କଳାବାଘ ଅଛନ୍ତି ।