Below header

ସୁନ୍ଦରଗଡ଼ରେ ପୁଣି ବିରଳ କଳା ବାଘ, ୬ ବର୍ଷ ପରେ ବନ ବିଭାଗ କ୍ୟାମେରାରେ କଏଦ

ସୁନ୍ଦରଗଡ଼ରେ ପୁଣି ବିରଳ କଳା ବାଘ। ବନ ବିଭାଗ କ୍ୟାମେରାରେ ଠାବ ହେଲା ବାଘ। ହେମଗିରି ଫରେଷ୍ଟ ରେଞ୍ଜ ଗର୍ଜନ ପାହାଡ଼ ଫରେଷ୍ଟ ରେଞ୍ଜର ଜଙ୍ଗଲରୁ ଠାବ ହେଲା ବିରଳ କଳା ବାଘ ।

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ରେ ପୁଣି ବିରଳ କଳା ବାଘ । ବନ ବିଭାଗ କ୍ୟାମେରାରେ ଠାବ ହେଲା ବାଘ । ହେମଗିରି ଫରେଷ୍ଟ ରେଞ୍ଜ ଗର୍ଜନ ପାହାଡ଼ ଫରେଷ୍ଟ ରେଞ୍ଜର ଜଙ୍ଗଲରୁ ଠାବ ହେଲା ବିରଳ କଳା ବାଘ । ପୂର୍ବରୁ ୨୦୧୮ ମସିହାରେ ଏହି ବାଘକୁ ଠାବ କରିଥିଲା ବନବିଭାଗର କ୍ୟାମେରା । ହେଲେ ସେବେଠାରୁ ଏହି ବାଘର କୌଣସି ପତ୍ତା ମିଳୁ ନଥିଲା । ୬ ବର୍ଷ ପରେ ବନ ବିଭାଗ କ୍ୟାମେରାରେ ପୁଣି କଏଦ ହୋଇଛି କଳାବାଘର ଚିତ୍ର । ସୁନ୍ଦରଗଡ଼ DFO ଏନେଇ ସୂଚନା ଦେଇଛନ୍ତି । ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଗାଁ ଲୋକ କଳାବାଘକୁ ଦେଖିଥିବା କଥା କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.