Below header

ଓଡ଼ିଶା ଜଙ୍ଗଲରେ ବିରଳ କଳା ବାଘ, ଶରୀରରେ ପଡିଛି ମୋଟା ବହଳର କଳାପଟି

ଓଡ଼ିଶା ଜଙ୍ଗଲରେ ବିରଳ କଳା ବାଘ । ବାଘର ବିଭିନ୍ନ ପ୍ରଜାତି ମଧ୍ୟରେ କଳାବାଘ ବିରଳ ପ୍ରଜାତିର। ଏହି ବାଘ ଶରୀରରେ ମୋଟା ମୋଟା ବହଳ କଳାପଟି ରହିଛି । ଏହା ସଂପୂର୍ଣ୍ଣ ସ୍ୟୁଡୋ ମେଲାନିଷ୍ଟିକ ଟାଇଗର ପରିବାରର ।

(କେନ୍ୟୁଜ): ଓଡ଼ିଶା ଜଙ୍ଗଲରେ ବିରଳ କଳା ବାଘ । ବାଘର ବିଭିନ୍ନ ପ୍ରଜାତି ମଧ୍ୟରେ କଳାବାଘ ବିରଳ ପ୍ରଜାତିର। ଏହି ବାଘ ଶରୀରରେ ମୋଟା ମୋଟା ବହଳ କଳାପଟି ରହିଛି । ଏହା ସଂପୂର୍ଣ୍ଣ ସ୍ୟୁଡୋ ମେଲାନିଷ୍ଟିକ ଟାଇଗର ପରିବାରର । ପ୍ରକୃତି ଆମକୁ ସବୁବେଳେ ଚମତ୍କୃତ କରିଥାଏ ।

ଓଡ଼ିଶା ଜଙ୍ଗଲରେ ଠାବ ହୋଇଥିବା କଳାବାଘ ବିରଳରୁ ବିରଳତମ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । କିଛି ଦିନ ତଳେ ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ କେନ୍ଦ୍ରୀୟ ଓଡ଼ିଶା ଜଙ୍ଗଲରେ କ୍ୟାମେରା ଲେନ୍ସରେ କଳା ବାଘ ଠାବ ହୋଇଥିଲା । ଓଡ଼ିଶା ଜଙ୍ଗଲରେ କଳା ବାଘ ଠାବ ହେବା ଆଶାତୀତ ଏବଂ ଉତ୍ସାହଜନକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.