Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ମନକୁ ଆୟତ୍ତରେ ରଖନ୍ତୁ। ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଗାଡି ଚଳାଇବା ବେଳେ ସାବଧାନ ରହିବେ । କୋର୍ଟ କଚେରୀ ମାମଲା ଦେଖା ଦେଇପାରେ।

brushaବୃଷ : ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ପାରିବାରିକ ସମସ୍ୟା ଦୂର ହେବ । ଶୁଭକାର୍ୟ୍ୟରେ ବାଧା ସୃଷ୍ଟି ହେବ ।

mithunaମିଥୁନ : ସ୍ୱାସ୍ଥ୍ୟ ଉତ୍ତମ ରହିବ । ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ । ଗୃହରେ ଅଶାନ୍ତି ଦେଖା ଦେଇପାରେ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ ।

karkataକର୍କଟ : ଗୁରୁଜନଙ୍କ ସମ୍ମାନ କରନ୍ତୁ । କାହାସହ ତର୍କବିତର୍କ କରନ୍ତୁ ନାହିଁ । ମାନସମ୍ମାନ ପ୍ରାପ୍ତି ସହ ବନ୍ଧୁଙ୍କ ସହଯୋଗ ମିଳିବ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ ।

singhaସିଂହ :ଭାବିଚିନ୍ତି ଧନ ନିବେଶ କରନ୍ତୁ । ମାନ ସମ୍ମାନ ପ୍ରାପ୍ତି ହେବ । ଗୁରୁଜନଙ୍କ ଆଦର ଓ ସମ୍ମାନ କରନ୍ତୁ । ଆଜି ଦିନଟି ଭଲରେ କଟିବ।

kanyaକନ୍ୟା : ସୁସ୍ୱାଦୁ ଭୋଜନ କରିବେ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ ।

tulaaତୁଳା : ଆୟ ମଧ୍ୟମ ରହିବ । ପେଟ ରୋଗରେ ପୀଡ଼ିତ ହୋଇପାରନ୍ତି । ବିଦ୍ୟାର୍ଥୀ ସଫଳତା ପାଇବେ । କର୍ମକ୍ଷେତ୍ରରେ ଉନ୍ନତି ହେବ ।

bichhaବିଛା : ଧର୍ମ କାର୍ୟ୍ୟରେ ଯୋଗଦେବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।

dhanuଧନୁ : ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହିବା ସହ ପରିବାରରେ ମନ ମିଳାଇ ଚଳନ୍ତୁ ।

makaraମକର : ଅହଙ୍କାର ତ୍ୟାଗ କରନ୍ତୁ । ଆୟ ବୃଦ୍ଧି ହେବା ସହ ଖର୍ଚ୍ଚ ବଢ଼ିବ । ଗୁରୁଜନଙ୍କ ସହଯୋଗ ମିିଳିବ । ସନ୍ତାନକୁ ନେଇ ଆନନ୍ଦିତ ହେବେ ।

kumbhaକୁମ୍ଭ : ସୁସ୍ୱାଦୁ ଭୋଜନ କରିବେ । ମାନସମ୍ମାନ ପ୍ରାପ୍ତି ହେବା ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ପରିବାରରେ ସୁଖଶାନ୍ତି ଦେଖାଦେବ।

minaମୀନ : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ ଲାଭ ହେବ । କର୍ତ୍ତବ୍ୟ ପରାୟଣ ହୁଅନ୍ତୁ । ଗୃହରେ ଅଶାନ୍ତି ଦେଖାଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.