Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ଗୁରୁଜନଙ୍କ ସହଯୋଗ ପାଇବେ । ଦୂରଯାତ୍ରା କରିବା ସହ ସୁସ୍ୱାଦୁ ଭୋଜନ ଲାଭ ହେବ । ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

brushaବୃଷ : କର୍ମକ୍ଷେତ୍ରରେ ସଫଳତା ମିଳିବ । ସ୍ଥିର ମନରେ କାର୍ଯ୍ୟ କରନ୍ତୁ । ଖର୍ଚ୍ଚ ବୃଦ୍ଧି ହେବା ସହ ବନ୍ଧୁ ମିଳନ ଯୋଗ ରହିଛି ।

mithunaମିଥୁନ : ଧର୍ମକାଯ୍ୟର୍ରେ ସଫଳତା ମିଳିବା ସହ ସମ୍ମାନିତ ହେବେ । ପାରିବାରିକ ସମସ୍ୟା ଦେଖାଦେବ । ସନ୍ଦେହଭାବ ଦୂର କରନ୍ତୁ ।

karkataକର୍କଟ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଗାଡି ଚଲାଇବା ସମୟରେ ସାବଧାନ ରହିବା ଆବଶ୍ୟକ । ସ୍ଥିର ମନରେ କାଯ୍ୟର୍ କରନ୍ତୁ । ଧନ ଲାଭ ହେବ ।

singhaସିଂହ : ଆୟ ବୃଦ୍ଧି ହେବ । ପାରିବାରିକ ସମସ୍ୟା ଦୂର ହେବ । ସନ୍ତାନକୁ ନେଇ ଚିନ୍ତିତ ରହିବେ । ଆଜି ଦିନଟି ଭଲରେ କଟିବ ।

kanyaକନ୍ୟା : ଭାବିଚିନ୍ତି କାଯ୍ୟର୍ କରନ୍ତୁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହିବେ । ଯାନବାହାନ ଚଳାଚଳ ପ୍ରତି ସାବଧାନ ।

tulaaତୁଳା : ଅହଙ୍କାର ତ୍ୟାଗ କରନ୍ତୁ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ବିଦ୍ୟାର୍ଥୀ ସଫଳତା ପାଇବେ ।

bichhaବିଛା : କର୍ତ୍ତବ୍ୟ ପରାୟଣ ହୁଅନ୍ତୁ । କର୍ମକ୍ଷେତ୍ର ଓ ବେପାର ବାଣିଜ୍ୟରେ ସଫଳତା ମିଳିବ । ସୁସ୍ୱାଦୁ ଭୋଜନ ଲାଭ ହେବ । ବନ୍ଧୁମିଳନ ଯୋଗ ରହିଛି ।

dhanuଧନୁ : ଖାଦ୍ୟ ପେୟ ପ୍ରତି ଧ୍ୟାନ ଦିଅନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଭାବିଚିନ୍ତି ଧନ ନିବେଶ କରନ୍ତୁ ।

makaraମକର : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ଉନ୍ନତି ହେବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

kumbhaକୁମ୍ଭ : ସନ୍ତାନକୁ ନେଇ ଆନନ୍ଦିତ ହେବେ । ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ । ସନ୍ଦେହଭାବ ତ୍ୟାଗ କରନ୍ତୁ । ବିଦେଶ ଯାତ୍ରା ସଫଳ ହେବ ।

minaମୀନ : କୋର୍ଟ କଚେରୀ ମାମଲା ଦେଖାଦେବ । କୌଣସି ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଶରୀର ଅସୁସ୍ଥ ରହିବ । ଶତ୍ରୁଙ୍କ ଠାରୁ ଜୟଲାଭ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.