ଭୁବନେଶ୍ବର କାଳିବାଡ଼ି ବସ୍ତିରେ ହତ୍ୟାକାଣ୍ଡ, ରାଜମିସ୍ତ୍ରିଙ୍କ ତଣ୍ଟି କାଟି ହତ୍ୟା

ଭୁବନେଶ୍ବର (କେନ୍ୟୁଜ୍) : ଅଶୋକ ନଗର କାଳିବାଡ଼ି ବସ୍ତିରେ ହତ୍ୟାକାଣ୍ଡ । କିଛି ସମୟ ପୂର୍ବରୁ ହତ୍ୟାର ଶିକାର ହୋଇଛନ୍ତି ଜଣେ ରାଜମିସ୍ତ୍ରୀ । କେହି ଅଜଣା ବ୍ୟକ୍ତି ତାଙ୍କ ତଣ୍ଟି କାଟି ନୃଶଂସ ଭାବେ ହତ୍ୟା କରିଛି । ତେବେ ମୃତକର ପରିଚୟ ମିଳି ପାରିନାହିଁ । ସେ ଜଣେ ଅଣଓଡ଼ିଆ ଏବଂ ଅଳ୍ପ କିଛି ଦିନ ତଳେ ସେଠାରେ ଘରଭଡ଼ା ନେଇ ରହୁଥିବା ଜଣାପଡ଼ିଛି ।

MURDER IN BBSR

ହତ୍ୟାକାଣ୍ଡର କାରଣ ଏବଂ କିଏ ହତ୍ୟାକାରୀ ତାର ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ୍ । ତଦନ୍ତରେ ସାଇଣ୍ଟିଫିକ୍ ଟିମ୍ ସହାୟତା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.