ଲିପଷ୍ଟିକ ଲଗାଇବାର ଫାଇଦା, ଜାଣନ୍ତୁ ଏହି ରିପୋର୍ଟରୁ

ଝିଅ ମାନଙ୍କର ଗୋଲାପୀ ଓଠ ପୁଅ ମାନଙ୍କର ଆକର୍ଷଣର କେନ୍ଦ୍ର ହୋଇଥାଏ। ଲିପଷ୍ଟିକ କେବଳ ଓଠର ସୁନ୍ଦରତା ବଢ଼ାଇ ନଥାଏ ବରଂ ଚେହେରାକୁ ଏକ ନୂଆ ଲୁକ୍ ଦେଇଥାଏ। ଏହି କାରଣରୁ ଏକ୍ସପର୍ଟ ମାନେ ଫେସ୍ ଏବଂ ସ୍କିନ ହିସାବରେ ଲିପଷ୍ଟିକର ସେଡ ବାଛିବାକୁ ପରାମର୍ଶ ଦେଇଥାନ୍ତି।

lipstick

ଲିପଷ୍ଟିକ ଲଗାଇବାର ଫାଇଦା

କଣ ଆପଣ ଏହା ଜାଣିଛନ୍ତି ଲିପଷ୍ଟିକ ଲଗାଇବା ଦ୍ବାରା ଅନେକ ଫାଇଦା ହୋଇଥାଏ। ଏହା ଆପଣଙ୍କ ଓଠକୁ ମୁଲାୟମ ରଖିଥାଏ।
ଲିପଷ୍ଟିକ ଆପଣଙ୍କ ଲୁକକୁ ବହୁତ ବଦଳାଇ ଦେଇଥାଏ। ଠିକ ସେଡ ବାଛିବା ଦ୍ବାରା ଏହା ଓଠକୁ ଡିଫାଇନ କରିଥାଏ ଏବଂ ସ୍ମାଇଲକୁ ସୁନ୍ଦର କରାଇଥାଏ।

lipstick1

ଏକ ରିସର୍ଚ୍ଚରେ ଜଣାପଡିଛିଯେ ଲିପଷ୍ଟିକ ଲଗାଉଥିବା ମହିଳା ଅଧିକ ଆତ୍ମବିଶ୍ବାସୀ ଏବଂ ଶକ୍ତିଶାଳୀ ଅନୁଭବ କରିଥାନ୍ତି। ଏହିଭଳି ମହିଳାଙ୍କୁ ବହୁତ ଆକର୍ଷଣୀୟ ବୋଲି ଧରାଯାଏ।

ଏହା ସହ ପଢ଼ନ୍ତୁ : ଗୋଡ଼ମୁଦି ପିନ୍ଧୁଥିବା ମହିଳା ଭୁଲରେ କରନ୍ତୁ ନାହିଁ ଏହି କାମ, ନଚେତ୍ ବଢ଼ିପାରେ ଦୁଃଖ

ଲିପଷ୍ଟିକ ମନୋ ବୈଜ୍ଞାନିକର ପ୍ରଭାବ ମଧ୍ୟ ହୋଇଥାଏ। ଏହାକୁ ଏକ ଭଲ ମୁଡ୍ ଲିଫ୍ଟର ବୋଲି ଧରାଯାଏ। ଏହା ସହିତ ମହିଳାଙ୍କୁ ଅଧିକ ସଶକ୍ତ ମଧ୍ୟ ଅନୁଭୂତ କରାଇଥାଏ। ଯାହା କଠିନ ସମସ୍ୟାବେଳେ ସାହାଯ୍ୟକାରୀ ହୋଇଥାଏ।

You might also like