ଭୁଲରେ ବି କରନ୍ତୁ ନାହିଁ ଏହି ୬ କାମ, ନଚେତ ଆସିପାରେ ସମ୍ପର୍କରେ ଫାଟ

ସମ୍ପର୍କ ବହୁତ ସୂକ୍ଷ୍ମ ଅଟେ। ସମ୍ପର୍କକୁ ସମ୍ଭାଳି ରଖିବା ବହୁତ ଆବଶ୍ୟକ କାରଣ ଛୋଟ ଛୋଟ ଭୁଲ ମଧ୍ୟ ଫାଟ ସ୍ରୁଷ୍ଟି କରିଦେଇଥାଏ। ସମ୍ପର୍କକୁ ରକ୍ଷା କରିବାକୁ ହେଲେ ବେଶ ଧ୍ୟାନ ରଖିବାକୁ ହେବ। ଏମିତିରେ ଆପଣଙ୍କୁ ଅଣଦେଖା ନ କରି ଧ୍ୟାନ ଦେବାକୁ ଆବଶ୍ୟକ।

ଆପଣଙ୍କ ସାଥିଙ୍କୁ ନିୟନ୍ତ୍ରିତ କରିବା ପାଇଁ ଚେଷ୍ଟା କରିବା, ତାଙ୍କୁ ସବୁ କଥାରେ ବାରଣ କରିବା ବା କୌଣସି କାମ ନିଜ ହିସାବରେ କରିବାକୁ ମନା କରିବା ଏବଂ ତାଙ୍କୁ ଟଙ୍କା ଦେବାକୁ ମନା କରିବା ଆଦି କାରଣ ଆପଣଙ୍କ ସମ୍ପର୍କକୁ ଭାଙ୍ଗିବା ପାଇଁ ବହୁତ ହୋଇଥାଏ।
ମିଛ କହିବା, ଧୋକା ଦେବା, ଇର୍ଷା ଏବଂ ଅଣଦେଖା କରିବା ଦ୍ବାରା ସମ୍ପର୍କରେ ଫାଟ ସ୍ରୁଷ୍ଟି ହୋଇଥାଏ। ଏହାଦ୍ବାରା ସାଥିଙ୍କୁ ଆଘାତ ହୋଇଥାଏ।

argueଯଦି ସେ କୌଣସି ଅଜଣା ଲୋକଙ୍କ ସମ୍ପର୍କରେ ଥାନ୍ତି ତେବେ ଧ୍ୟାନ ରଖନ୍ତୁ ଯେ ସେ କାହିଁକି ଏମିତି କରୁଛନ୍ତି ଏହି ସମୟରେ ତାଙ୍କ ସହିତ ଆରାମରେ କଥା ହୁଅନ୍ତୁ।

ବିନା ଅନୁମତିରେ ନିଜ ସାଥୀଙ୍କ ଫୋନ କିମ୍ବା ଇମେଲ ଦେଖବା ଝଗଡାର କାରଣ ହୋଇପାରେ। ଏବଂ ଆପଣଙ୍କ ସମ୍ପର୍କରେ ଫାଟ ଆସିଯାଇପାରେ। କାରଣ ଛୋଟ ଛୋଟ ଭୁଲ ବଡ କାରଣ ହୋଇପାରେ।