Below header

ମାଇଗ୍ରେନରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି? ତେବେ କରନ୍ତୁ ଏହି ୩ ଯୋଗାସନ

ଯୋଗ ଏକ ପ୍ରାଚୀନ କୌଶଳ ଅଟେ ଯାହା ମୁଦ୍ରାର ସଂଯୋଜନା ମାଧ୍ୟମରେ ସମ୍ପୂର୍ଣ୍ଣ ରୁପରେ ଜୀବନକୁ ଜିଇଁବା ପାଇଁ ପ୍ରତ୍ସୋହିତ କରିଥାଏ।

ସବୁଠୁ ଭଲକଥା ଏହା ହେଉଛିଯେ ମାଇଗ୍ରେନରୁ ଲଢ଼ିବା ପାଇଁ ଏହା ସବୁଠାରୁ ପ୍ରଭାବଶାଳୀ ବିଦ୍ଧି ଅଟେ। ସର୍ବଦା କିଛି ସମୟ ପାଇଁ ଏହି ସରଳ ଯୋଗାସନକୁ ଅଭ୍ୟାସ କରିବା ଦ୍ବାରା ଆପଣଙ୍କ ମାଇଗ୍ରେନକୁ କମ କରିବାରେ ସାହାଯ୍ୟ କରିଥାଏ।

ହସ୍ତପଦାସନ

Hastapadasanaହସ୍ତପଦାସନ ଆସନ କରିବା ଦ୍ବାରା ଶରୀରରେ ଉର୍ଜା ଜାଗ୍ରତ ହୋଇଥାଏ। ଏହି ଆସନ ରକ୍ତ ସଞ୍ଚାରକୁ ବଢ଼ାଇଥାଏ ଏବଂ ମନକୁ ଶାନ୍ତ ରଖିଥାଏ।

ବାଳାସନ

BALASANବହୁତ ଉପଯୋଗୀ ମନାଯାଉଥିବା ବାଳ ମୁଦ୍ରା ଆସନ ଏକ ମହାନ ଷ୍ଟ୍ରେସ ବୁଷ୍ଟର ଅଟେ। ଏହି ଆସନକୁ କରିବା ଦ୍ବାରା ଆପଣଙ୍କ ଗୋଡର ମାଂସପେଶୀ,ଜଙ୍ଘ ଏବଂ ଗୋଇଠିରେ ସାମାନ୍ୟ କଷ୍ଟ ଅନୁଭବ ହୋଇଥାଏ। ଏହି ଆସନ ମନକୁ ଚାପଗ୍ରସ୍ତ ଏବଂ ଥକାପଣରୁ ମୁକ୍ତି କରି ଶାନ୍ତି ଦେଇଥାଏ। ବାଳ ମୁଦ୍ରା ଆସନ ଶରୀରକୁ ମଧ୍ୟ ଶାନ୍ତ ରଖିଥାଏ ଏବଂ କଷ୍ଟକୁ ଦୂର କରିଦେଇଥାଏ।

ଶବାସନ

Shavasanaଶବାସନ ମନକୁ ଗଭୀର ଧ୍ୟାନ ମଧ୍ୟକୁ ନେଇ ଶରୀରରେ ପୁର୍ନବାର ଶକ୍ତି ଭରି ଦେଇଥାଏ। ଆପଣଙ୍କ ଦୈନିକ ଯୋଗ ଅଭ୍ୟାସକୁ ଏହି ମୁଦ୍ରାରେ ସମାପ୍ତ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.