Below header

୨୦ ଥର ଗର୍ଭବତୀ ୧୭ ଟି ପିଲା, ଆଉ ଶେଷରେ . . .

ମହାରାଷ୍ଟ୍ର ପ୍ରବାସୀ ଜଣେ ମହିଳା କିଛି ଦିନ ହେବ କର୍ଣ୍ଣାଟକରେ ନିଜର ୧୭ତମ ଛୁଆକୁ ଜନ୍ମ ଦେଇଥିଲେ କିନ୍ତୁ ଘଟଣା ସ୍ଥଳରେ ହିଁ ଉକ୍ତ ନବଜାତକର ମୃତ୍ୟୁ ହୋଇଯଇଥିଲା। ରିପୋର୍ଟ ଅନୁଯାୟୀ ଗତ ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଜାରି କରିଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ ମହାରାଷ୍ଟ୍ରର ବୀଡ ଜିଳ୍ଳାର ମାଝଲ ଗାଁ ତହସିଲ ବାସୀ ରୀତା (ଛଦ୍ମନାମ) କର୍ଣ୍ଣାଟକର ବେଲଗାମ ଜିଳ୍ଳାର ଆଖୁ କ୍ଷେତରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

ବୀଡର ସ୍ୱାସ୍ଥ୍ୟ ଅଧିକାରୀ ଡା. ଆର ବି ପାଓ୍ଵାର କହିଛନ୍ତି, ଆମେ ଜାଣିବାକୁ ପାଇଛୁ ରୀତା ୧୭ ଥର ପାଇଁ ଜନ୍ମ ଦେିଥିବା ଶିଶୁଟିର ବହୁତ ଜଲଦି ମୃତ୍ୟୁ ହୋଇଯାଇଛି। ବର୍ତ୍ତମାନ ଏହି ସମ୍ପର୍କରେ ଅଦିକ ସୂଚନା ପାଇଁ ଆମେ ତଦନ୍ତ ଜାରି ରଖିଛୁ। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ରୀତାଙ୍କର ୧୧ଟି ଶିଶୁ ରହିଛନ୍ତି, ଯାହା ମଧ୍ୟରେ ୯ଟି କନ୍ୟା ସନ୍ତାନ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.