Below header

କିଏ ଦଖଲ କରିବ ଦିଲ୍ଲୀ ସିଂହାସନ? ଆରମ୍ଭ ହେଲା ଭୋଟ୍ ଗଣତି

ନୂଆଦିଲ୍ଲୀ: କିଏ ଦଖଲ କରିବ ଦିଲ୍ଲୀ ସିଂହାସନ ? କାହା ହାତକୁ ଯିବ ଦିଲ୍ଲୀର ଶାସନ କ୍ଷମତା ? ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଦବଦବା ରହିବ ନା ମୋଦି-ଶାହାଙ୍କ ମ୍ୟାଜିକ କାମ ଦେବ । ଆରମ୍ଭ ହେଲା ଭୋଟ୍ ଗଣତି । ଆଜି ଭୋଟ ଗଣତି ପରେ ଚିତ୍ର ସ୍ପଷ୍ଟ ହୋଇଯିବ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମୈଦାନରେ ଥିଲେ ୬୭୨ ପ୍ରାର୍ଥୀ । ଅରବିନ୍ଦ କେଜ୍ରିଓ୍ଵାଲ ନୂଆ ଦିଲ୍ଲୀ ବିଧାନସଭାରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ସୁନୀଲ ଯାଦବ ଓ କଂଗ୍ରେସର ରମେଶ ସଭରଓ୍ଵାଲ । ଏଗ୍‌ଜିଟ ପୋଲ ରେଜଲ୍ଟ କେଜ୍ରିଓ୍ଵାଲଙ୍କ ସପକ୍ଷରେ ଯାଇଥିବା ବେଳେ ଏଗଜାକ୍ଟ ରେଜଲ୍ଟକୁ ଅପେକ୍ଷା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.