ଥାଇଲାଣ୍ଡରେ ଅଟକିଲେ ୧୦ ଓଡ଼ିଆ ଯାତ୍ରୀ, ସହାୟତା ପାଇଁ ଭାରତର ବୈଦେଶିକ ମନ୍ତ୍ରାଳୟକୁ ନିବେଦନ

ଥାଇଲାଣ୍ଡରେ ଅଟକିଲେ ଭାରତୀୟ। ୫୦ରୁ ଉର୍ଦ୍ଧ୍ୱ ଭାରତୀୟ ଥାଇଲାଣ୍ଡରେ ଅଟକ ଥିବା ନେଇ ଟ୍ଵିଟ ମାଧ୍ୟମରେ ବହୁ ପର୍ଯ୍ୟଟକ ସୂଚନା ଦେଇଛନ୍ତି। ତେବେ କେଉଁ କାରଣ ପାଇଁ ଅଟକ ରଖାଯାଇଛି ତାହା ସ୍ପଷ୍ଟ କରିନାହାନ୍ତି ଥାଇଲାଣ୍ଡ କର୍ତ୍ତୃପକ୍ଷ। ଅଟକ ଭାରତୀୟଙ୍କ ମଧ୍ୟରେ ୧୦ଜଣ ଓଡ଼ିଆ ଅଛନ୍ତି। ସେମାନଙ୍କୁ ତୁରନ୍ତ ସହାୟତା ପାଇଁ ଭାରତର ବୈଦେଶିକ ମନ୍ତ୍ରାଳୟକୁ ନିବେଦନ କରିଛନ୍ତି।