ସୁନା ଝିଅ ପାର୍ବତୀ, ଇଟାଲୀରେ ଆୟୋଜିତ ଡିସକସ ଥ୍ରୋ ଓ ସଟ୍‌ପୁଟ୍‌ରେ ଓଡିଶା ପାଇଁ ଆଣିଲେ ସିଲଭର ଓ ବ୍ରୋଞ୍ଜ ପଦକ

ଓଡ଼ିଶା ପାଇଁ ସୁନାମ ଆଣିଲେ କଟକର ପାର୍ବତୀ ସେଠୀ। ଓଡିଶାରୁ ପ୍ରତିନିଧିତ୍ୱ କରି ଇଟାଲୀର ଟୋରିନୋ ସହରରେ ଆୟୋଜିତ ୟୁରୋପିଆନ ମାଷ୍ଟର୍ସ ଗେମରେ ଡିସକସ ଥ୍ରୋ ଓ ସର୍ଟଫୁଟରେ ସିଲଭର ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ପାର୍ବତୀ ସେଠୀ। ମେଡାଲ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରଶଂସା କରିଛନ୍ତି। କିଟ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପାର୍ବତୀ। ନିଜର ଉତକୃଷ୍ଟ ପ୍ରଦର୍ଶନ ପଛରେ ଏମାନଙ୍କ ପ୍ରଚ୍ଛନ୍ନ ହାତ ଥିବା ସେ କହିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.