Below header

ଟ୍ରମ୍ପ ଜୁନିଅର କରୋନା ପଜିଟିଭି ଚିହ୍ନଟ, ଟେଷ୍ଟ ପରେ ଏବେ କ୍ବାରେଣ୍ଟାଇନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ବଡ ପୁଅ ଡୋନାଲ୍ଡୋ ଟ୍ରମ୍ପ ଜୁନିଅର କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ସେ କରୋନା ଟେଷ୍ଟ କରିବା ପରେ ପିଜିଟିଭି ବାହାରିଥିଲା ସେ ଏବେ କ୍ବାରେଣ୍ଟାଇନରେ ରହିଛନ୍ତି। ପୂର୍ବରୁ ତାଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଯାଉନଥିଲା।

ସୂଚନାଯୋଗ୍ଯ, ୪୨ ବର୍ଷୀୟ ଜୁନିଅର ଟ୍ରମ୍ପ ଡାକ୍ତରଙ୍କ ପରାମର୍ଶ ମାନି ଏବେ ଘରେ କ୍ବାରେଣ୍ଟାଇନରେ ରହିଛନ୍ତି। କରୋନାରେ ଆମେରିକାରେ ଅଢେଇ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ଏପର୍ଯ୍ଯନ୍ତ ପାଖାପାଖି ୧୨ ମିଲିଅନ ଲୋକ ସଂକ୍ରମିତ ମଧ୍ୟ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.