Below header

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: ଭୁଶୁଡ଼ି ପଡିଲା ବଡ ବଡ ବିଲଡିଂ, ୭ମୃତ

ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୬.୨ । ମାଜେନାଠାରୁ ୬ କିଲୋମିଟର ଦୂରରେ ଏହାର ଉତ୍ପତ୍ତି ସ୍ଥଳି ରହିଥିଲା ।

ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଗୁରୁତର ଆହତ ହୋଇଛନ୍ତି । ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ । କିଛି ସମୟ ଧରି ଥରିଥିଲା ଇଣ୍ଡୋନେସିଆ । ଅନେକ ବିଲଡିଂ ଓ ହୋଟେଲ ଭୁଶୁଡ଼ି ଯାଇଛି । ତେବେ ମୃତ୍ୟୁ ସଂଖ୍ଯା ଆଗକୁ ବଢିବାର ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.