ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୫.୭
ଇଣ୍ଡୋନେସିଆ ଏବଂ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଇଣ୍ଡୋନେସିଆରେ ଭୂକମ୍ପ ତୀବ୍ରତା ୫.୭ ଥିବାବେଳେ ଜାପାନରେ ୫.୫୭ ରହିଥିବା ଜଣାପଡିଛି । କୌଣସି ବଡ଼ କ୍ଷୟକ୍ଷତିର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । କିନ୍ତୁ ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଲନା ଦଳ…