Below header

ଦିଲ୍ଲୀରେ ଭୂକମ୍ପ ଝଟ୍‌କା: ତୀବ୍ରତା ଥିଲା ୫.୯

ଦିଲ୍ଲୀ(କେନ୍ୟୁଜ୍): ବଡ଼ ଧରଣର ଭୂକମ୍ପ । ଭୂକମ୍ପର ତୀବ୍ରତା ୫.୯ । ଦିଲ୍ଲୀରେ ଭୂକମ୍ପ ଝଟ୍‌କା । ଦିଲ୍ଲୀ ଏନସିଆର୍‌ ସମେତ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟ୍‌କା । ଜମ୍ମୁ-କାଶ୍ମୀରରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ପାକିସ୍ତାନ ଇସଲାମାବାଦ୍‌ ଓ ଲାହୋରରେ ଭୂକମ୍ପ ଅନୁଭୂତ । ଆଫଗାନିସ୍ତାନରେ ମଧ୍ୟ ଭୂକମ୍ପ ଝଟ୍‌କା ହୋଇଛି ।

ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୫.୯ । ଦିଲ୍ଲୀରେ ସପ୍ତାହକ ମଧ୍ୟରେ ଏହା ଦ୍ୱିତୀୟ ଭୂକମ୍ପ । ଆଫଗାନିସ୍ତାନ ହିନ୍ଦୁକୁଶ ଏହାର କେନ୍ଦ୍ରସ୍ଥଳ । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୫.୯ । ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.