Below header

ଇରାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ, ଲୋହିତ ସାଗରରେ ହାଉତି ଆକ୍ରମଣ ସମ୍ପର୍କରେ ହୋଇପାରେ ଆଲୋଚନା

ଜାନୁଆରୀ ୧୫ରୁ ଇରାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି, ଚାବାହାର ବନ୍ଦର, ଆଫଗାନିସ୍ତାନ ପ୍ରସଙ୍ଗରେ ଏହି ଆଲୋଚନା ବେଳେ ଚର୍ଚ୍ଚା ହେବାକୁ ଥିବା ବେଳେ ମଧ୍ଯପ୍ରାଚ୍ୟରେ ବଢିଥିବା ବିବାଦ ଏହି ଗସ୍ତର ଅନ୍ୟତମ କାରଣ କୁହାଯାଇଛି।

ନୂଆଦିଲ୍ଲୀ : ଜାନୁଆରୀ ୧୫ରୁ ଇରାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି, ଚାବାହାର ବନ୍ଦର, ଆଫଗାନିସ୍ତାନ ପ୍ରସଙ୍ଗରେ ଏହି ଆଲୋଚନା ବେଳେ ଚର୍ଚ୍ଚା ହେବାକୁ ଥିବା ବେଳେ ମଧ୍ଯପ୍ରାଚ୍ୟରେ ବଢିଥିବା ବିବାଦ ଏହି ଗସ୍ତର ଅନ୍ୟତମ କାରଣ କୁହାଯାଇଛି। ଲୋହିତ ସାଗରରେ ଜାହାଜ ଉପରେ ବାରମ୍ବାର ଆକ୍ରମଣ ପାଇଁ ୟେମେନର ହାଉତି ଆତଙ୍କବାଦୀଙ୍କ ଉପରେ ଆମେରିକା ଓ ବ୍ରିଟେନର ଆକ୍ରମଣ ପରିପ୍ରେକ୍ଷୀରେ ଜୟଶଙ୍କରଙ୍କ ଇରାନ ଗସ୍ତର ବେଶ ଗୁରୁତ୍ୱ ରହିଛି। ଆମେରିକା ବୈଦେଶିକ ସଚିବ ଆନ୍ଥୋନୀ ବ୍ଲିଙ୍କେନ ଇରାନ ସମର୍ଥିତ ହାଉତି ଆତଙ୍କବାଦୀ ପ୍ରସଙ୍ଗରେ ଜୟଶଙ୍କରଙ୍କ ସହ ଆଲୋଚନା କରିବା ପରେ ଜୟଶଙ୍କରଙ୍କ ଇରାନ ଗସ୍ତକୁ ବେଶ ଗୁରୁତ୍ୱ ପ୍ରଦାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.