Below header

ଜମ୍ମୁ କଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଗତ ୪୮ ଘଣ୍ଟା ମଧ୍ୟରେ ହୋଇଛି ବରଫ ବର୍ଷା, ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ବରଫ ବର୍ଷା । ଗତ ଦୁଇ ଦିନ ହେବ ପ୍ରବଳ ବରଫ ବର୍ଷା ହେଉଛି । ବରଫ ବର୍ଷା ଯୋଗୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହିମାଚଳ ପ୍ରଦେଶର ୮ଟି ଜିଲ୍ଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବରଫ ବର୍ଷା ହୋଇଛି । ଶିିମ୍‌ଲା, କୁଲୁ, ମନାଲୀ, କୁଫରୀ ଆଦି ପର୍ଯ୍ୟଟନସ୍ଥଳୀ ବରଫ ଚାଦରରେ ଘୋଡାଇ ହୋଇଯାଇଛି । ବରଫ ବର୍ଷା ଯୋଗୁ ଗତକାଲି କଶ୍ମୀର ଘାଟିରେ ରାଜପଥ ଅବରୋଧ ହୋଇଥିଲା । ବରଫ ବର୍ଷା ଯୋଗୁ ପର୍ଯ୍ୟଟକ ହଇରାଣ ହେଉଥିବା ବେଳେ କିଛି ପର୍ଯ୍ୟଟକ ବରଫ ବର୍ଷାର ମଜା ଉଠାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.