ଇଜ୍ ଅଫ ଡୁଇଙ୍ଗ ବିଜିନେସ୍ ର୍ୟାଙ୍କ, ୭୭ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ଇଜ୍ ଅଫ୍ ଡୁଇଙ୍ଗ ବିଜନେସ ତାଲିକାର ୭୭ତମ ସ୍ଥାନରେ ଭାରତ । ତାଲିକାର ୨୩ଟି ସ୍ଥାନ ଉପରକୁ ଉଠି ଭାରତ ୭୭ତମ ସ୍ଥାନରେ ପହଞ୍ଚିଛି । ୧୯୦ଟି ଦେଶ ଭିତରେ ଭାରତ ଏହି ସଫଳତା ହାସଲ କରିଛି । ଏଥିସହ ପ୍ରଥମ ଥର ପାଇଁ ଓ୍ଵାର୍ଲଡ ବ୍ୟାଙ୍କର ଇଜ୍ ଅଫ ଡୁଇଙ୍ଗ ବିଜନେସ ର୍ୟାଙ୍କରେ ଭାରତ ରହିଛି। ଏଥିରେ ଦକ୍ଷିଣ ଏସିଆର ଟପ୍ ସ୍ଥାନ ଭାରତ ଦଖଲ କରିଥିବାବେଳେ ବ୍ରିକସରେ ତୃତୀୟ ସ୍ଥାନ ଅଧିକାର କରିଛି ।
Delighted at yet another rise in India’s ‘Ease of Doing Business’ rank. We are unwavering in our commitment towards economic reforms, which will ensure an environment that fosters industry, investment and opportunities. @WorldBank
— Narendra Modi (@narendramodi) October 31, 2018