Below header

ରାଜସ୍ଥାନରେ ମିଳିଲା ଲିଥିୟମର ଅସରନ୍ତି ଭଣ୍ଡାର, ଚୀନ ଉପରେ ହ୍ରାସ ପାଇବ ନିର୍ଭରତା

ରାଜସ୍ଥାନରେ ମିଳିଲା ଲିଥିୟମର ଭଣ୍ଡାର । ଯାହା ଦେଶର ଆବଶ୍ୟକତାର ୮୦ ଭାଗ ପୁରଣ କରି ପାରିବ । ଲିଥିୟମ ନାଗୁର ଜିଲ୍ଲାର ଡେଗାନା ଅଂଚଳରେ ମିଳିଛି ଏହି ଲିଥିୟମର ଭଣ୍ଡାର । ଜମ୍ମୁ କଶ୍ମୀରରେ ମହଜୁଦ ଥିବା ଲିଥିୟମ ଠାରୁ ରାଜସ୍ଥାନରେ ଅଧିକ ଲିଥିୟମ ରହିଥିବା ଜଣାଯାଇଛି ।

ଭାରତୀୟ ଭୁବୈଜ୍ଞାନିକ ସର୍ବେକ୍ଷଣ ଅନୁଯାୟୀ ରାଜସ୍ଥାନରେ ଥିବା ଲିଥିୟମ ଭଣ୍ଡାର ଦେଶର ୮୦ ଭାଗ ଆବଶ୍ୟକତା ପୂରଣ କରି ପାରିବ । ଲିଥିୟମ ପାଇଁ ଭାରତ ଚୀନ ଉପରେ ନିର୍ଭର କରିଥାଏ । ରାଜସ୍ଥାନରେ ଏହି ଲିଥିୟମ ଭଣ୍ଡାର ମିଳିବା ପରେ ଭାରତ ଆଉ ଚୀନ ଉପରେ ବେଶୀ ନିର୍ଭର କରିବ ନାହିଁ । ଏହା ଭାରତ ପାଇଁ ଏକ ବଡ଼ ଆବଶ୍ୟକତା ପୂରଣ କରିବ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.