Below header

ଇଣ୍ଡିଆ ନ୍ୟୁଜ୍ ପେପର ସୋସାଇଟି INSର ନୂଆ ସଭାପତି ହେଲେ ମୋହିତ ଜୈନ

କେନ୍ଯୁଜ୍: ଇଣ୍ଡିଆ ନ୍ୟୁଜ ପେପର ସୋସାଇଟି INSର ନୂଆ ସଭାପତି ହେଲେ ମୋହିତ ଜୈନ । ଇକୋନୋମିକ ଟାଇମ୍ସର ମୋହିତ ଜୈନ INS ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୮୨ତମ ସାଧାରଣ ବୈଠକରେ ୨୦୨୧-୨୨ ଲାଗି ନିର୍ବାଚନ କରାଯାଇଛି ।

‘ସାକ୍ଷୀ’ର କେ ରାଜା ପ୍ରସାଦ ରେଡ୍ଡୀ ଡେପୁଟୀ ପ୍ରେସିଡେଣ୍ଟ ଭାବେ ନିର୍ବାଚିତ ହୋଇଛନ୍ତି । ‘ଆଜ ସମାଜ’ର ରାକେଶ ଶର୍ମା ଭାଇସ ପ୍ରେସିଡେଣ୍ଟ ଓ ଅମର ଉଜାଲାର ତନ୍ମୟ ମାହେଶ୍ୱରୀ ଟ୍ରେଜରର ଭାବେ ନିର୍ବାଚିତ ହୋଇଛନ୍ତି ।

INS କାର୍ଯ୍ୟକାରୀ କମିଟିକୁ ମୋଟ ୪୧ ଜଣଙ୍କୁ ନର୍ବାଚିତ କରାଯାଇଛି । ଓଡ଼ିଶାରୁ ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସମାହିତ ବଳ ପୁନଃ ନିର୍ବାଚିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.