ମନ କଥା କହିଲେ ମୋଦି : ପ୍ରକୃତିର ତାଣ୍ଡବଲୀଳା ପାଇଁ ଆମେ ହିଁ ଦାୟୀ

ନୂଆଦିଲ୍ଳୀ : ୪୬ତମ ସଂସ୍କରଣରେ ଦେଶବାସୀଙ୍କୁ ନିଜ ମନ କଥା କହିଛନ୍ତି । ଥାଇଲାଣ୍ଡ ଗୁମ୍ଫାରେ ପିଲା ଫସିବା କଥା କହିବା ସହ ପ୍ରକୃତିର ତାଣ୍ଡବଲୀଳା ପାଇଁ ଆମେ ହିଁ ଦାୟୀ ବୋଲି କହିଛନ୍ତି ମୋଦି । ସୁରକ୍ଷିତ ଓ ସାହସିକତରା ସହ ପିଲାମାନଙ୍କୁ ଗୁମ୍ଫାରୁ ବାହାର କରିବା ଘଟଣା ଶାନ୍ତ ଓ ଏକତାର ସଫଳତାକୁ ଦର୍ଶାଇଛି । ଏହା ବିଶ୍ୱବାସୀଙ୍କୁ ଧୈର୍ଯ୍ୟର ଶିକ୍ଷା ଦେଇଛି । ସେହିପରି ମନ କି ବାତରେ ମୋଦି ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେବା ସହ ବିଦ୍ୟାର୍ଥୀମାନେ ମନକୁ ଶାନ୍ତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଯୁବପିଢି ବୈଷୟିକ ଜ୍ଞାନକୌଶଳର ଉପଯୋଗ କରୁଛନ୍ତି ବୋଲି ମୋଦି କହିଛନ୍ତି ।

Leave A Reply

Your email address will not be published.