Below header

ବିଜେପି ନେତାଙ୍କ ଠକେଇ ଅଭିଯୋଗ ଆଧାରରେ ଦି ଓ୍ଵାୟାର ନ୍ୟୁଜ୍‌ର ୨ ସଂପାଦକଙ୍କ ଘରେ ରେଡ୍‌ 

କେନ୍ୟୁଜ୍(ବ୍ୟୁରୋ): The wire ନିଉଜ୍‌ ସାଇଟ୍‌ର ଦୁଇ ସମ୍ପାଦକଙ୍କ ଘରେ ରେଡ୍‌ । ବିଜେପିର ଅମିତ ମାଲବୀୟଙ୍କ ଅଭିଯୋଗ ଆଧାରରେ ଆଜି ସଂଧ୍ୟାରେ ଚଢ଼ଉ କରିଛି ଦିଲ୍ଲୀ ପୋଲିସ । The wireର ଦୁଇ ପ୍ରତିଷ୍ଠାତା ସମ୍ପାଦକ ସିଦ୍ଧାର୍ଥ ବର୍ଦ୍ଧରାଜନ ଓ ଏମକେ ବେଣୁଙ୍କ ଘରେ ଚଢ଼ଉ କରିଛି ପୋଲିସ । ସେମାନଙ୍କ ଫୋନ୍‌ ଓ ଲାପଟପ୍‌ ଜବତ କରାଯାଇଛି ।

ବିଜେପି ଆଇଟ୍‌ ସେଲ ମୁଖ୍ୟ ଅମିତ ମାଲବୀୟ ଏହି ଦୁଇ ସାମ୍ବାଦିଙ୍କ ନାଁରେ ଠକେଇ ଅଭିଯୋଗ କରିଥିଲେ । ଭୁଲ ତଥ୍ୟ ଦ୍ୱାରା ତାଙ୍କ ପ୍ରତିଷ୍ଠା ଉପରେ ଆଞ୍ଚ ଆଣିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ ଅମିତ ମାଲବୀୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.