Below header

ଦ୍ୱାଦଶ ଶ୍ରେଣୀ ଫଳାଫଳ ନେଇ CBSE ଓ ICSE ନିଷ୍ପତି କାଏମ: ସୁପ୍ରିମ କୋର୍ଟ

ଭୁବନେଶ୍ୱର(କେ ନ୍ୟୁଜ): ଦ୍ୱାଦଶ ଶ୍ରେଣୀ ଫଳାଫଳ ନେଇ CBSE ଓ ICSE ନିଷ୍ପତିକୁ କାଏମ ରଖିଲେ ସୁପ୍ରିମ କୋର୍ଟ । ଏହା ସହ ମାମଲାରେ ପୂର୍ଣ୍ଣଛେଦ ପକାଇବା ସହ ଏନେଇ ହସ୍ତକ୍ଷେପ କରିବେ ନାହିଁ ବୋଲି ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ । କହିରଖିବା ଉଚିତ ହେବକି ପୂର୍ବରୁ ପରୀକ୍ଷାକୁ ରଦ୍ଦ କରାଯିବା ନିଷ୍ପତିକୁ

ନେଇ ସୁପ୍ରିମ କୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ଯାହା ଉପରେ ଶୁଣାଣି କରି ମାନ୍ୟବର କୋର୍ଟ ଆଜି ଉପରୋକ୍ତ ରାୟ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଉପରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.