Below header

 ଏହି ମହିଳାଙ୍କ ଗୋଡ଼ ତଳେ ନିର୍ଯାତିତ ହେବାକୁ ଆସନ୍ତି ପୁରୁଷ, ମାସକୁ ୨୦ରୁ ଅଧିକ ପୁରୁଷଙ୍କୁ ଦିଅନ୍ତି ନିର୍ଯ୍ଯାତନା

ଦୁନିଆରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ ଭିନ୍ନ ଭିନ୍ନ ପ୍ରକାରର କାମ କିନ୍ତୁ ବ୍ରିଟେନରେ ଜଣେ ମହିଳାଙ୍କ ବିଜନେସ ବିଷୟରେ ଶୁଣିଲେ ଆପଣ ବିଶ୍ବାସ କରିପାରିବେ ନାହିଁ। ଏହି ମହିଳା ତାଙ୍କ ପାଦ ଦେଖାଇ କରିଥାନ୍ତି ଲକ୍ଷାଧିକ ଟଙ୍କା ରୋଜଗାର। କଥା କଣ କି , ମିଟ୍ରେସ୍ ଡ଼ିଟା ନାମକ ଚର୍ଚ୍ଚିତ ଜୁଲୀ ପ୍ରେଷ୍ଟନ୍ ନିଜର ସୁନ୍ଦର ପାଦରେ ଲୋକଙ୍କୁ ର୍ନିଯାତନା ଦେଇଥାନ୍ତି। ତାଙ୍କ ପାଦ ତଳେ ନିର୍ଯାତିତ ହେବା ପାଇଁ ବହୁ ସଂଖ୍ଯାକ ପୁରୁଷ ତାଙ୍କ ପାଖକୁ ଆସିଥାନ୍ତି ଏବଂ ଏଥିପାଇଁ ତାଙ୍କୁ ଟଙ୍କା ମଧ୍ୟ ଦେଇଥାନ୍ତି। ତାଙ୍କ କହିବା ଅନୁଯାୟୀ ସାଧାରଣତଃ ଲୋକ ଯାହା ଭାବିଥାନ୍ତି ସେହିଭଳି ମୁଁ କିଛି କରିନଥାଏ।

torture man

ଜୁଲିଙ୍କ କହିବା ଅନୁଯାୟୀ , ସେ ବହୁତ ମର୍ଡ଼ନ ଚିନ୍ତାଧାରା ବିଶିଷ୍ଟ କିନ୍ତୁ ଅନ୍ଧବିଶ୍ବାସ କଥାରେ ମଧ୍ୟ ତାଙ୍କର କିଛି ବିଶ୍ବାସ ରହିଛି। ଏଣୁ ଯେତେବେଳେ ତାଙ୍କୁ ଜଣାପଡ଼ିଲା କି ଏବେ ପୁରୁଷଙ୍କୁ ନିର୍ଯାତିତ ହେବାକୁ ବହୁତ ପସନ୍ଦ ସେତେବେଳେ ସେ ଏହାକୁ ବିଜନେସ ଭାବେ ଗ୍ରହଣ କରିନେଇଥିଲେ। ଏବେ ତାଙ୍କ ପାଖକୁ ମାସକୁ ପ୍ରାୟ ୨୦ ଜଣ ପୁରୁଷ ନିର୍ଯାତିତ ହେବାକୁ ଆସିଥାନ୍ତି। ସେ ଜଣେ ପୁରୁଷ ପିଛା ୫୦୦ ପାଉଣ୍ଡ ଅର୍ଥାତ୍ ୪୫ ହଜାର ଟଙ୍କା ରୋଜଗାର କରିଥାନ୍ତି।

ଜୁଲି ତାଙ୍କ ପାଖକୁ ଆସିଥିବା ପୁରୁଷଙ୍କ ଅଦ୍ଭୁତ ପ୍ରକାର ଇଛା ପୂରା କରିଥାନ୍ତି। ଯେପରିକି ସେ ତାଙ୍କୁ ଜୋତା, ଚାବୁକରେ ପିଟିବା ଛଡ଼ା ତାଙ୍କ ନିଜ ହାତରେ ଖାଇବା ପ୍ରସ୍ତୁତ କରି ମଧ୍ୟ ଖୁଆଇଥାନ୍ତି। ତାଙ୍କ କହିବା ଅନୁଯାୟୀ ଯେଉଁ କାମ ତାଙ୍କ ସ୍ତ୍ରୀ କରିପାରନ୍ତି ନାହିଁ ସେ ତାହାକୁ ପୂରା କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.