Below header

ଆମେରିକାର NOAA ସଂସ୍ଥାର ତଥ୍ୟ: ଚଳିତବର୍ଷ ଜୁଲାଇ ହେଉଛି ବିଶ୍ୱର ସବୁଠୁ ଉତ୍ତପ୍ତ ମାସ!

କେନ୍ଯୁଜ୍: ଜୁଲାଇ ହେଉଛି ବିଶ୍ୱର ସବୁଠୁ ଉତ୍ତପ୍ତ ମାସ । ଆମେରିକାର NOAA ସଂସ୍ଥାର ତଥ୍ୟ । ୧୪୨ ବର୍ଷରେ ସବୁଠୁ ଉତ୍ତପ୍ତ ମାସ । ସମୁଦ୍ର ପୃଷ୍ଠ ଓ ଭୂପୃଷ୍ଠର ତାପମାତ୍ରା ୧.୬୭ ଡିଗ୍ରୀ ବୃଦ୍ଧି । ପୂର୍ବରୁ ହାରାହାରି ତାପମାତ୍ରା ୬୦.୪ ଡିଗ୍ରୀ ରହିଥିଲା ।

ଚଳିତବର୍ଷ ଜୁଲାଇ ମାସ ହାରାହାରି ତାପମାତ୍ରା ୬୨.୦୭ । ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳ ପ୍ରଶାସନର ଏହି ତଥ୍ୟ । ଏହା ଚିନ୍ତାଜନକ ବୋଲି କହିଛନ୍ତି ପରିବେଶବିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.