ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ: ରାତିରେ ଶୀତ, ଦିନରେ ଟାଣ ଖରା
ଭୁବନେଶ୍ୱର : ଦିନରେ ଖରା, ରାତିରେ ଶୀତ । ରାଜ୍ୟକୁ ପ୍ରବେଶ କରୁଛି ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ । ରାତି ତାପମାତ୍ରା ବୃଦ୍ଧି ସହ ଶୀତର ପ୍ରକୋପ କମିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାତିରେ ଶୀତ ଅନୁଭୂତ ହେଉଥିଲେ ମଧ୍ୟ ଦିନରେ ଖରା ପ୍ରକୋପ ବଢୁଛି ।…