Browsing Tag

temperature

ବଦଳିଲା ପାଗ, ୨୭ ଯାଏ ତାତିରୁ ତ୍ରାହି

ଭୁବନେଶ୍ୱର (କେନ୍ୟୁଜ): ବଦଳିଲା ପାଗ, ଖସିଲା ପାରଦ। ୩୫ ଡିଗ୍ରୀ ତଳକୁ ଖସିଛି ଦିନ ତାପମାତ୍ରା। ୨୭ ଯାଏ ତାତିରୁ ତ୍ରାହି। ରାଜ୍ୟରେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ସହ ତଳମୁହାଁ ହୋଇଛି ପାରଦ। ଆଉ ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ। ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ…

ମୟୂରଭଞ୍ଜରେ ଅସହ୍ୟ ଜାଡ଼ : ୧ ଡିଗ୍ରୀକୁ ଖସିଲା ଶିମିଳିପାଳ ତାପମାତ୍ରା

କରଞ୍ଜିଆ (କେନ୍ୟୁଜ): ଜାଡ଼ରେ ଥରୁଛି ସାରା ଓଡ଼ିଶା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୧ ଡିଗ୍ରୀକୁ ଖସିଲା ଶିମିଳିପାଳ ତାପମାତ୍ରା। ଶିମିଳିପାଳରେ ଏବେ ଘାସ ପଡ଼ିଆର ଶିଶିର ବୁନ୍ଦା ସବୁ ବରଫ…

ଶୋଇବା ପୂର୍ବରୁ ଅତ୍ୟଧିକ ଥଣ୍ଡା କିମ୍ବା ଗରମ ଲାଗୁଛି କି ? ଜାଣନ୍ତୁ କିପରି ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବେ !

ଯଦି ଆପଣଙ୍କୁ ରାତିରେ ଭଲ ନିଦ ନଆସେ, ତେବେ ସକାଳୁ ଆପଣଙ୍କ ଚେହେରା ଶୁଖିଲା ଓ ଅସୁସ୍ଥ ଦେଖାଯାଇଥାଏ । ଘରେ କିମ୍ବା ଅଫିସରେ ଯେଉଁ ସ୍ଥାନରେ ମଧ୍ୟ ହେଉ, ଯଦି ଶୋଇବା ଅଭାବ ହୁଏ, ତାହେଲେ ଆପଣଙ୍କୁ ଦିନସାରା କ୍ଳାନ୍ତ ଅନୁଭବ ହୋଇଥାଏ । ଅଧିକ ସମୟ ପର୍ଯ୍ୟନ୍ତ ନିଦ ଅଭାବ ହେବା ମଧ୍ୟ ଗୋଟିଏ…

ଆଶ୍ବିନରେ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି, ଆଗାମୀ ୪ ଦିନ ଯାଏ ରହିବ ଏଭଳି ପାଗ

ଭୁବନେଶ୍ୱର (କେନ୍ୟୁଜ): ଆଶ୍ବିନରେ ତାତି କରୁଛି କଲବଲ । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ଅସହ୍ୟ ତାତି । ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ୯ଟାରୁ ଟା ଟାଇଁ ଟାଇଁ ଖରାରେ ଘରୁ ବାହାରିବା ମୁସ୍କିଲ । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀରୁ…

ସାରା ରାଜ୍ୟରେ ନିଆଁ ବର୍ଷା: ଆଜି ୯ ଜିଲ୍ଲାରେ ଅନୁଭୂତ ହୋଇପାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର (କେନ୍ୟୁଜ): ନାକେଦମ କରୁଛି ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ଅସହ୍ୟ ତାତି ଅନୁଭୂତ ହେବ । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର…

ଆଜି ରାଜଧାନୀରେ ଟିକେ କମ୍‌ ହେଲେ ପଶ୍ଚିମ ଜଳୁଛି ଭୟଙ୍କର ଭାବରେ

ଭୁବନେଶ୍ୱର (କେନ୍ୟୁଜ୍‌) :  ଗତକାଲିର କାଳ ବୈଶାଖୀ ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଆଜି ତାପମାତ୍ରା ଥିଲା ୩୮.୨ ଡିଗ୍ରୀ ସେଲସିୟସ । ହେଲେ ପଶ୍ଚିମରେ ଟପି ଯାଛି ୪୫ ଡିଗ୍ରୀ । ଭୟଙ୍କର ଭାବେ ତାତି ତାର ପ୍ରକୋପ ଦେଖାଇଛି । ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ ସହର ଭାବରେ ରେକର୍ଡ଼ କରିଛି…

ଅସହ୍ୟ ଖରା ତାତିରୁ ମିଳିଛି ତ୍ରାହି, କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଖସିଛି ତାପମାତ୍ରା

କେନ୍ୟୁଜ(ବ୍ୟୁରୋ): ଗ୍ରୀଷ୍ମକୋପରୁ ମିଳିଛି ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଖସିଛି ତାପମାତ୍ରା । ଅସହ୍ୟ ଖରା ତାତିରୁ ତ୍ରାହି ମିଳିଛି । ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଭୁବନେଶ୍ୱର, କଟକ ସମେତ ପଶ୍ଚିମ ଓ ଆଭ୍ୟନ୍ତରୀଣ…

ରାଜ୍ୟରେ ବର୍ଷୁଛି ନିଆଁ ; ଆଜିଠୁ ୪ ଦିନ ବଢିବ ତାପମାତ୍ରା, ଛୁଇଁବ ୪୪ ଡିଗ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଅସମ୍ଭାଳ ହେଲାଣି ଚୈତ୍ର ତାତି । ଆକାଶରୁ ଅଗ୍ନି ବର୍ଷୁଛି । ବର୍ଷା ଛାଡିବା ପରଠୁ ହଠାତ୍‌ ରାଜ୍ୟକୁ କଲବଲ କରୁଛି ତାତି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଡେଇଁଛି ୪୦ ଡିଗ୍ରୀ । ଆସନ୍ତାକାଲିଠୁ ଆହୁରି ଜଳିବ ଓଡ଼ିଶା । କାଲିଠୁ ତିନି ଦିନ…

ମାଡ଼ି ଆସୁଛି ଖରା, ରାଜ୍ୟରେ ଏବେଠୁ ଉପରମୁହାଁ ପାରଦ

ଭୁବନେଶ୍ୱର (କେନ୍ୟୁଜ): ମାଡ଼ି ଆସୁଛି ଖରା। ଆହୁରି ୨ ରୁ ୪ ଡିଗ୍ରୀ ବଢିବ ଦିନ ତାପମାତ୍ରା । ଫେବ୍ରୁଆରୀରେ ରାଜଧାନୀର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଲାଣି । ମାର୍ଚ୍ଚରେ ୪୦ ଡିଗ୍ରୀ ଟପିବ ବୋଲି ଆଶଙ୍କା କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ ସହରରେ ୩୭ °C କିମ୍ବା ଅଧିକ…

ଶୀତରେ ବଢୁଛି ତାତି, ପୁରୀରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରୁ ଶୀତ ଉଭାନ୍‌ । ପୌଷରେ ଗ୍ରୀଷ୍ମ ଉଷ୍ଣତା ଅନୁଭୂତ । ଡିସେମ୍ବର ସରିବାକୁ ଯାଉଥିବା ବେଳେ ଶୀତ ନାହିଁ । କମ୍ବଳ ଘୋଡ଼ାଇ ହେବା ସମୟରେ ଫ୍ୟାନ୍‌ ଦରକାର ପଡୁଛି । ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇଛି ରାତି ତାପମାତ୍ରା । ପୁରୀରେ ସର୍ବାଧିକ ୨୪ ଡିଗ୍ରୀ…

ଆଗାମୀ ୩ଦିନ ରାଜ୍ୟରେ ବୃଦ୍ଧି ପାଇବ ଦିନର ତାପମାତ୍ରା, ଅନୁଭୂତ ହେବ ଗୁଳୁଗୁଳି

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ତିନି ଦିନ ତାତି । ଆଗାମୀ ୩ଦିନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଫଳରେ ଦିନ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବ । କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।…

ସାମାନ୍ୟ ଆଶ୍ୱସ୍ତି ପରେ ପୁଣି କାଲିଠୁ ବଢ଼ିବ ତାପମାତ୍ରା, ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ

ଭୁବନେଶ୍ବର(କେନ୍ୟୁଜ୍): ଦୁଇ ଦିନ ପରେ ଧରି ତାତିରୁ ସାମାନ୍ୟ ଆଶ୍ୱସ୍ତି ପରେ ପୁଣି କାଲିଠୁ ବଢ଼ିବ ତାପମାତ୍ରା । ଆସନ୍ତା ୨୪ ଘଣ୍ଟା ଭିତରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲିସିୟସ ଖସିପାରେ । ଏହାପରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ…