Below header

ପଶ୍ଚିମବଙ୍ଗରେହୋଇଥିବା ଉପନିର୍ବାଚନରେ ତୃଣମୂଳ କଂଗ୍ରେସର ଦବଦବା, ଜିତିଲେ ବାବୁଲ ସୁପ୍ରିୟୋ ଓ ଶତ୍ରୁଘ୍ନ ସିହ୍ନା

କେନ୍ୟୁଜ୍(ବ୍ୟୁରୋ):ପଶ୍ଚିମବଙ୍ଗରେ ଗୋଟିଏ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ତୃଣମୂଳ କଂଗ୍ରେସର ଦବଦବା । ବିରୋଧୀଙ୍କୁ ପଛରେ ପକାଇ ଟିଏମ୍‌ସି ବିପୁଳ ଭୋଟ୍‌ ବ୍ୟବଧାନରେ ଜିତିଛି । ବେଙ୍ଗଲର ବାଲିଗଞ୍ଜ ଆସନରୁ ବିଧାୟକ ଭାବେ ବାବୁଲ ସୁପ୍ରିୟୋ ପ୍ରତିଦ୍ୱନ୍ଦିତା କରୁଥିଲେ ।

ଏଠାରେ ବାବୁଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିକୁ ପରାସ୍ତ କରି ବିଜୟ ବାନା ଉଡ଼ାଇଛନ୍ତି । ଅନ୍ୟପଟେ ଏମ୍‌ପି ପାଇଁ ଆସନସୋଲରେ ହୋଇଥିବା ଭୋଟ୍‌ରେ ମଧ୍ୟ ଟିଏମସି ବିଜୟ ଲାଭ କରିଛି । ଆସନସୋଲ ଲୋକସଭା ଆସନରେ ଶତ୍ରୁଘ୍ନ ସିହ୍ନା ବାଜିମାତ କରିଛନ୍ତି । ସେ ପ୍ରାୟ ୨ ଲକ୍ଷରୁ ଅଧିକ ଭୋଟରେ ଜିତିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.