Below header

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରାବେନଙ୍କ ୧୦୦ତମ ଜନ୍ମଦିନ, ମା’ଙ୍କ ପାଦ ଧୋଇ ଦେଲେ ଏହି ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରାବେନଙ୍କ ଆଜି ୧୦୦ତମ ଜନ୍ମଦିନ । ଏହି ଅବସରରେ ଗାନ୍ଧିନଗରରେ ମା’ଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ମା’ଙ୍କ ଆର୍ଶୀବାଦ ନେବା ସହ ପୂଜାର୍ଚ୍ଚନା କରିଛନ୍ତି । ମୋଦି ମା’ଙ୍କ ପାଦ ଧୋଇବା ସହ ଗିଫ୍ଟରେ ସାଲ ଦେଇଛନ୍ତି । ଏପଟେ ହୀରାବେନଙ୍କ ୧୦୦ତମ ଜନ୍ମଦିନ ଅବସରରେ ବିଶେଷ ପୂଜାପାଠ ଆୟୋଜିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.