ସାମ୍ନାରୁ ଆସୁଥିବା ମାଲବାହୀ ଟ୍ରେନକୁ ଦେଖି ଟ୍ରାକରେ ଶୋଇପଡିଲେ ଯୁବକ, ଆଉ ତା ପରେ

ମହାରାଷ୍ଟ୍ରର ଗଢଚିରୋଲି ଜିଲ୍ଲା ବଡ଼ସା ରେଲୱେ ଷ୍ଟେସନରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଲୋକେ ଚକିତ ହୋଇପଡିଥିଲେ। ଟ୍ରେନ ସାମ୍ନାରେ ଆଜି ପର୍ଯ୍ୟନ୍ତ କେହି ବି ତିଷ୍ଠି ରହିପାରିନାହିଁ । ହୁଏତ ଆପଣ ଏଭଳି ଦୃଶ୍ୟ ଦେଖିଥିବେ ଜଣେ ଯୁବକଙ୍କ ଉପରେ ମାଲଗାଡି ଚଢି ଯିବା ପରେ ମଧ୍ୟ ସେ ଜୀବିତ ରହିଥିବେ । ଆପଣ କେବେ ବି ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ ହଁ ସେ ଜୀଵିତ ରହିଥିବା ସହ ତାଙ୍କ ଦେହରେ ଟିକେ ହେଲେ ବି କ୍ଷତ ଚିହ୍ନ ନଥିଲା।

goods

ଘଟଣା ମୁତାବକ , ବଡସା ରେଲୱେ ଷ୍ଟେସନରେ ଏକ ପାସେଞ୍ଜର ଟ୍ରେନରେ ଆସିବା ପରେ ସେଥିରୁ ଜଣେ ଯୁବକ ଓଲେହି ଟ୍ରାକ ପାର ହେଉଥିବା ସମୟରେ ଅନ୍ୟ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରେନ ଦ୍ରୁତ ଗତିରେ ଆସୁଥିଲା । ସେ ଏହାକୁ ଦେଖି କଣ କରିବେ ଜାଣିପାରିଲେଣି । ତେଣୁ ଟ୍ରେନ ଟ୍ରାକ ତଳେ ଶୋଇପଡିଲେ ।  ତାଙ୍କ ଉପରେ ମାଲବାହୀ ଟ୍ରେନ ଅତିକ୍ରମ କରିବା ସତ୍ୱେ ତାଙ୍କର କିଛି ହେଇନଥିଲା ।  ଯାହାକୁ ଦେଖି ଲୋକେ ଚକିତ ହୋଇପଡିଥିଲେ ।  ଯୁବକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ସେ ନିଜ ଜୀବନ ବଞ୍ଚାଇପାରିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.