ମାଲ୍ବାହୀ ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ, ଜନବସତି ଭିତରକୁ ମାଡ଼ିଗଲା ଟ୍ରେନ୍
ରାଉରକେଲା: ଘର ଉପରକୁ ଚଢିଗଲା ଟ୍ରେନ ବଗି । ଜନବସତି ଭିତରକୁ ମାଡ଼ିଗଲା ଟ୍ରେନ୍ । ଅଳ୍ପରେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଲେ ଲୋକ । ଟ୍ରାକରୁ ଖସି ମାଲବାହୀ ଟ୍ରେନର ୩ଟି ୱାଗନ ଲାଇନଚ୍ୟୁତ ହୋଇଛି । ସକାଳ ପ୍ରାୟ ୬ଟାରେ ଏହି ଦୁର୍ଘଟଣା ଘଟିଛି । ତିନିଟି ବଗି ଲାଇଚ୍ୟୁତ ହୋଇ ବସ୍ତି ଭିତରକୁ…