Below header

ନାଟୋରେ ମିଶିବ ୟୁକ୍ରେନ, ସଦସ୍ୟତା ପାଇଁ ନାଟୋର ସବୁ ସଦସ୍ୟ ରାଷ୍ଟ୍ର ସହମତ

ଆଗକୁ ନାଟୋରେ ମିଶିବ ୟୁକ୍ରେନ୍‌ । ୟୁକ୍ରେନର ସଦସ୍ୟତା ପାଇଁ ନାଟୋର ସବୁ ସଦସ୍ୟ ରାଷ୍ଟ୍ର ସହମତ ଅଛନ୍ତି । ଯୁଦ୍ଧ ଆରମ୍ଭ ପରେ ପ୍ରଥମ ଥର ପାଇଁ କିଭ୍‌ ଗସ୍ତ କରି ୟୁକ୍ରେନର ନାଟୋ ସଦସ୍ୟତା ନେଇ ଟିପ୍ପଣୀ କରିଛନ୍ତି ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ ।

ୟୁକ୍ରେନ ନାଟୋରେ ମିଶିବ ବୋଲି ଦୃଢ଼ୋକ୍ତି ଦୋହରାଇଛନ୍ତି ଷ୍ଟୋଲଟେନବର୍ଗ। ଏପଟେ ଯୁଦ୍ଧ ଚାଲୁଥିବା ଯାଏଁ ୟୁକ୍ରେନକୁ ଜାରି ରହିବ ସହାୟତା । ୟୁକ୍ରେନ ଡିଫେନ୍ସ କଣ୍ଟାକ୍ଟ ଗ୍ରୁପ ବୈଠକରେ ନିଷ୍ପତ୍ତି ଦୋହରାଇଲେ ୪୦ ଦେଶ। ୟୁକ୍ରେନକୁ ସାଢ଼େ ୪ ଲକ୍ଷ କୋଟି ସହାୟତା ଦେଲେଣି ମିତ୍ର ରାଷ୍ଟ୍ର

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.