Below header
Browsing Tag

NATO

ରୁଷର ଆକ୍ରୋଶକୁ ସମାପ୍ତ କରିବାକୁ ଆମେ ନିକଟତର ହେବୁ : ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ

ୟୁକ୍ରେନ୍ ଯେତେ ଶକ୍ତିଶାଳୀ ହେବ ରୁଷର ଆକ୍ରୋଶକୁ ସମାପ୍ତ କରିବାକୁ ଆମେ ନିକଟତର ହେବୁ । ଆଜି କିଭ୍ ଗସ୍ତ ବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲନିସ୍କଙ୍କୁ ଭେଟି ଏହା କହିଛନ୍ତି ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ । ୟୁକ୍ରେନ ନିଜର ପରିବାର, ନିଜର ଭବିଷ୍ୟତ, ନିଜର ସ୍ବାଧୀନତା ପାଇଁ ଲଢୁଛି…

ରୁଷକୁ ପ୍ରତିହତ କରିବାକୁ ନାଟୋର ନୂଆ ରଣନୀତି

ରୁଷକୁ ପ୍ରତିହତ କରିବାକୁ ନାଟୋର ନୂଆ ରଣନୀତି। ଶୀତଳ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ନୂଆ ରଣନୀତିରୁ ରୂପଦେଖ ଦେବାକୁ ଯାଉଛି ନାଟୋ। ଆସନ୍ତା ମାସରେ ଲିଥୁନିଆର ରାଜଧାନୀ ଭିଲ୍‌ନିୟସରେ ଅନୁଷ୍ଠିତ ହେବାକୁ ଥିବା ଶିଖର ସମ୍ମିଳନୀରେ ଏହି ରଣନୀତିର ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ ହେବ।…

ନାଟୋରେ ମିଶିବ ୟୁକ୍ରେନ, ସଦସ୍ୟତା ପାଇଁ ନାଟୋର ସବୁ ସଦସ୍ୟ ରାଷ୍ଟ୍ର ସହମତ

ଆଗକୁ ନାଟୋରେ ମିଶିବ ୟୁକ୍ରେନ୍‌ । ୟୁକ୍ରେନର ସଦସ୍ୟତା ପାଇଁ ନାଟୋର ସବୁ ସଦସ୍ୟ ରାଷ୍ଟ୍ର ସହମତ ଅଛନ୍ତି । ଯୁଦ୍ଧ ଆରମ୍ଭ ପରେ ପ୍ରଥମ ଥର ପାଇଁ କିଭ୍‌ ଗସ୍ତ କରି ୟୁକ୍ରେନର ନାଟୋ ସଦସ୍ୟତା ନେଇ ଟିପ୍ପଣୀ କରିଛନ୍ତି ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ । ୟୁକ୍ରେନ ନାଟୋରେ ମିଶିବ ବୋଲି…

ବଢ଼ିଲା ନାଟୋ-ରୁଷ ଉତ୍ତେଜନା, ୟୁକ୍ରେନରେ ପଶିଲେ ନାଟୋ ମୁଖ୍ୟ

ନୂଆଦିଲ୍ଲୀ : ବଢ଼ିବ ରୁଷ-ୟୁକ୍ରେନ ଯୁଦ୍ଧର ବିଭୀଷିକା। ବଢ଼ିଲା ନାଟୋ-ରୁଷ ଉତ୍ତେଜନା । ୟୁକ୍ରେନରେ ପଶିଲେ ନାଟୋ ମୁଖ୍ୟ । ଗତବର୍ଷ ଫେବ୍ରୁଆରୀରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ୟୁକ୍ରେନ ଗସ୍ତରେ ନାଟୋ ମୁଖ୍ୟ ଜେନ୍‌ସ ଷ୍ଟୋଲଟେନବର୍ଗ। ୟୁକ୍ରେନର ବୁଚା ସହର ବୁଲି ଦେଖିଛନ୍ତି…

ଚୀନ୍‌ ଓ ଭାରତକୁ ନିଜର ମୁଖ୍ୟ ମିତ୍ର ବୋଲି ରୁଷ କହିବା ପରେ ନାଟୋ କୂଟନୀତି, ସଂପର୍କ ବୃଦ୍ଧି ପାଇଁ ଅଫର ଦେଲା ନାଟୋ

ନୂଆଦିଲ୍ଲୀ : ରୁଷର ଚିର ଶତ୍ରୁ ନାଟୋ ସହ ସଂପର୍କ ବଢ଼ାଇବ କି ଭାରତ ? ଅଫର ଦେଲା ନାଟୋ। ଚୀନ୍‌ ଓ ଭାରତକୁ ନିଜର ମୁଖ୍ୟ ମିତ୍ର ବୋଲି ରୁଷ କହିବା ପରେ ନାଟୋ କୂଟନୀତି ସରଗରମ। ଭାରତ ସହ ସଂପର୍କ ବଢ଼ାଇବାକୁ ନାଟୋ ବ୍ୟାକୁଳ। ନାଟୋରେ ଆମେରିକାର ସ୍ଥାୟୀ ପ୍ରତିନିଧି ଜୁନିଆନ ସ୍ମିଥ କହିଛନ୍ତି,…