ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : କର୍ମକ୍ଷେତ୍ରରେ ଉନ୍ନତି ସହ ମାନସମ୍ମାନ ପ୍ରାପ୍ତି ହେବ । ପିତୃଦେହରେ ପୀଡ଼ା ଦେଖା ଦେଇପାରେ । ସ୍ଥିରମନରେ ପ୍ରତ୍ୟେକ କାର୍ୟ୍ୟ କରନ୍ତୁ ।

brushaବୃଷ : ପିତାଙ୍କ ସହଯୋଗ ମିଳିବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଦୂରଯାତ୍ରା ଯୋଗ ସହ ଧନ ଲାଭର ଯୋଗ ରହିଛି ।

mithunaମିଥୁନ :ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

karkataକର୍କଟ : ବନ୍ଧୁମିଳନ ଦେଖା ଦେବ । ଅହଂକାର ତ୍ୟାଗ କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନେବା ସହ ପରିବାରରେ ମନମିଳାଇ ଚଳନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

singhaସିଂହ : ସନ୍ତାନ ପ୍ରତି ଧ୍ୟାନ ଦିଅନ୍ତୁ । ବିଦ୍ୟାର୍ଥୀ ବିଦ୍ୟାକ୍ଷେତ୍ରରେ ସଫଳତା ପାଇବେ । ବେପାର ବାଣିଜ୍ୟରେ ସଫଳତା ପାଇବେ । ବନ୍ଧୁତ୍ୱରେ ମତପାର୍ଥକ୍ୟ ଦେଖା ଦେଇପାରେ ।

kanyaକନ୍ୟା : ସୁସ୍ୱାଦୁ ଭୋଜନ କରିବେ । ମାନସମ୍ମାନ ପ୍ରାପ୍ତି ହେବା ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ପରିବାରରେ ସୁଖଶାନ୍ତି ଦେଖା ଦେବ ।

tulaaତୁଳା : ଶତ୍ରୁ ବୃଦ୍ଧି ସହ ଖର୍ଚ୍ଚ ବୃଦ୍ଧି ହେବ । ପରିବାରରେ ଅଶାନ୍ତି ଦେଖା ଦେଇପାରେ । ସନ୍ତାନଙ୍କୁ ନେଇ ଚିନ୍ତାବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

bichhaବିଛା : ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହିବା ସହ ପରିବାରରେ ମନ ମିଳାଇ ଚଳନ୍ତୁ ।

dhanuଧନୁ : ପରିବାରର ସହଯୋଗ ପାଇବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ବିଶ୍ୱାସଘାତକତା ହୋଇପାରେ ।

makaraମକର : ଅହଂକାର ତ୍ୟାଗ କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହିବା ଆବଶ୍ୟକ । ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ।

kumbhaକୁମ୍ଭ : ସ୍ଥିରମନରେ କାର୍ୟ୍ୟ କରନ୍ତୁ । ସଫଳତା ପ୍ରାପ୍ତି ହେବ । ପରିବାରର ସହଯୋଗ ମିଳିବ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ଦୂରଯାତ୍ରା କରନ୍ତୁ ନାହିଁ ।

minaମୀନ : ଆୟ ମଧ୍ୟମ ରହିବ । ଦୂରଯାତ୍ରାରେ ଅସଫଳ ହେବେ । ସ୍ୱାସ୍ଥ୍ୟର ଯତ୍ନ ନେବା ସହ ପରିବାରରେ ମନମିଳାଇ ଚଳନ୍ତୁ । ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.