Below header

ବ୍ୟକ୍ତି ନାକରେ ଭର୍ତ୍ତି କରିଦେଲେ ଜିଅନ୍ତା ସାପ, ତାପରେ କଣ ହେଲା ଦେଖନ୍ତୁ

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟକର ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ବିଶ୍ୱାସ କରନ୍ତୁ ଆପଣ ବି ଚକିତ ହୋଇଯିବେ। ଖାସ୍‌ କରି ଏ ଭିଡିଓକୁ ଦୁର୍ବଳ ହୃଦୟ ଥିବା ଲୋକ ଟିକେ ସାବଧାନରେ ଦେଖିବେ। କାହିଁକିନା ଏଥିରେ ଜଣେ ବ୍ୟକ୍ତି ସାପକୁ ନାକରେ ଭରି ମୁହଁରେ ବାହାର କରୁଛନ୍ତି।

କଣ ଆଶ୍ଚର୍ଯ୍ୟ ହୋଇଗଲେ ନା ହଁ ଆଜ୍ଞା, ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ଏକଦମ୍‌ ନିର୍ଭୟରେ ଗୋଟେ ଜିଅନ୍ତା ସାପଟିକୁ ନାକରେ ଭରି ପାଟିରେ ବାହାର କରୁଛନ୍ତି।

ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି ଏକ ପତଳା ଏବଂ ଛୋଟ ଜିଅନ୍ତା ସାପକୁ ନାକରେ ଭର୍ତ୍ତି କରି ମୁହଁରେ ବାହାର କରୁଛନ୍ତି। ଏହି ଭିଡିଓ ଦେଖି ବହୁତ ଲୋକ ଆଶ୍ଚର୍ଯ୍ୟ ହେଉଥିବାବେଳେ ଅନେକ ଏହାକୁ ନେଇ ଆଲୋଚନା କରୁଛନ୍ତି। ସେହିପରି କିଛି ଲୋକଙ୍କର ଏହି ଦୃଶ୍ୟ ଦେଖିବାକୁ ତ ସାହସ ଯୁଟାଇ ପାରୁନାହାଁନ୍ତି।

 

View this post on Instagram

 

A post shared by Vidyut Jammwal (@mevidyutjammwal)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.