ଶାସ୍ତ୍ର ଅନୁସାରେ , ମହିଳାଙ୍କ ଏହି ଅଙ୍ଗ ସ୍ପର୍ଶ ପୁରୁଷଙ୍କୁ କରେ ମହାପାପୀ

ଶାସ୍ତ୍ର ଅନୁଯାୟୀ ମହିଳାଙ୍କ ତୁଳନା ଦେବୀଙ୍କ ସହିତ କରାଯାଇଥାଏ । ଏଣୁ ସମାଜରେ ସର୍ବଦା ମହିଳାଙ୍କୁ ସମ୍ମାନର ସହିତ ରଖିବା ପାଇଁ କୁହାଯାଇଥାଏ । ମହିଳାଙ୍କୁ ସମ୍ମାନର ସହିତ ରଖୁଥିବା ପୁରୁଷଙ୍କ ଉପରେ ଭଗବାନ ଖୁସି ହୋଇଥିବା ବେଳେ ଶାସ୍ତ୍ର ଅନୁସାରେ ମହିଳାଙ୍କ ସହ ର୍ଦୁବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ନର୍କରେ ମଧ୍ୟ ସ୍ଥାନ ମିଳିନଥାଏ । ତେବେ ଆପଣ ଜାଣିଛନ୍ତି କି , ମହିଳାଙ୍କ ଶରରୀରର ଏକ ଅଙ୍ଗକୁ ସ୍ପର୍ଶ କରିବା ଦ୍ବାରା ପୁରୁଷ ମାନେ ପାପର ଭାଗିଦାର ହୋଇଥାନ୍ତି । ଖାଲି ତାହା ନୁହଁ ମହିଳାଙ୍କ ସେହି ଅଙ୍ଗ ଶରୀରର ସବୁଠାରୁ ପବିତ୍ର ଅଙ୍ଗ ବୋଲି ମଧ୍ୟ କୁହାଯାଇଥାଏ ।

ଶାସ୍ତ୍ର ଅନୁଯାୟୀ ମହିଳାଙ୍କ ଶରୀରର ସବୁଠାରୁ ଆକର୍ଷଣୀୟ ଏବଂ ପବିତ୍ର ଅଙ୍ଗ ରହିଥାଏ ନାଭି । ଏଣୁ ପୁରୁଷଙ୍କୁ ମହିଳାଙ୍କ ନାଭିକୁ ସ୍ପର୍ଶ ବର୍ଜିତ କରାଯାଇଛି। ପୁରଷ ଯଦି ମହିଳାଙ୍କ ନାଭିକୁ ସ୍ପର୍ଶ କରୁଛନ୍ତି ତେବେ ସେମାନେ ମହାପାପର ଭାଗିଦାର ହୋଇଥାନ୍ତି। କାରଣ ଶରୀର ସମସ୍ତ ଶକ୍ତି ନାଭି ରହିଥିବା ବେଳେ ମହିଳାଙ୍କ ନାଭିରୁ ହିଁ ପରବର୍ତ୍ତି ବଂଶର ଆରମ୍ଭ ହୋଇଥାଏ । ଏଣୁ ନାଭିକୁ ଛୁଇଁବା ଅର୍ଥାତ ତାଙ୍କ ଶରୀରରେ ଉପସ୍ଥିତ ଶକ୍ତିକୁ ଛୁଇଁବା ସହ ସମାନ ହୋଇଥାଏ ।

Leave A Reply

Your email address will not be published.