Below header

ସୁନ୍ଦରୀ ଯୁବତୀଙ୍କୁ ପାଖରେ ବସାଇ ଗପୁଥିବାରୁ ଇର୍ଷାରେ ଜୋରଦାର ଲାତ ମାରିଲା ଓଟ, ଭିଡିଓ ଦେଖନ୍ତୁ ହସିହିସି ଗଡିଯିବେ

ଇଣ୍ଟରନେଟ୍‌ ଦୁନିଆରେ ବହୁତ ବଢ଼ିଆ ବଢ଼ିଆ ମଜାଳିଆ ମଜାଳିଆ ଭିଡିଓ ଭାଇରାଲ ହେଉଛି। ସୋସିଆଲ ମିଡିଆରେ କେତେବେଳେ କେବେ କଣ ଭାଇରାଲ ହେବ ଯେ ତାହା କାହାକୁ ଜଣାନାହିଁ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଜୋରସୋରରେ ଭାଇରାଲ ହେଉଛି। ଏହି ଭିଡିଓ ଏକ ଓଟକୁ ନେଇ ଅଛି। ଆଉ ଭିଡିଓରେ ସବୁଠୁ ବଡ ଚରିତ୍ର ଅଛି ଓଟର।

ଭାଇରାଲ ହେଉଥିବା ଏହି ଭିଡିଓରେ ଗୋଟେ ଓଟ ଜଣେ ବ୍ୟକ୍ତିଙ୍କୁ ସୁନ୍ଦରୀ ଯୁବତୀଙ୍କ ସହ ଦେଖି ଇର୍ଷାରେ ଏମିତି କିକ୍‌ ମାରିଲା ଯେ ଆପଣ ହସି ହସି ଗଡିଯିବେ। ଓଟ ବ୍ୟକ୍ତିଙ୍କୁ ଏମିତି ଷ୍ଟାଇଲରେ ମାରିଲେ ଯେ ଆପଣ ନିଜ ହସକୁ ରୋକିପାରିବେନି। ପ୍ରଥମେ ତ ଆପଣ ଏ ଦୃଶ୍ୟ ଦେଖି ଆଖିକୁ ବିଶ୍ୱାସ କରିପାରିବେନି। ଭିଡିଓ ଦେଖି ଆପଣ ବି ଭାବିବାକୁ ବାଧ୍ୟ ଦେବେ କଣ ସତରେ ଓଟ ଏମିତି ଷ୍ଟାଇଲରେ ଲାତ ମାରୁଛି।

ଆପଣ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ଏବଂ ଜଣେ ଯୁବତୀ ବସିଛନ୍ତି। ଆଉ ତାଙ୍କ ପଛପଟେ ଓଟ ଯାଉଛନ୍ତି। ତେବେ ସେହି ବାଟ ଦେଇ ଯାଉଥିବା ଏକ ଓଟ ବିନା କାରଣରେ ଖାଲି ଖାଲି ସେହି ବ୍ୟକ୍ତିଙ୍କୁ ଜୋରଦାର ଲାତ ମାରିଲା। ଏହା କୌଣସି ଏକ ମରୁଭୂମିର ବୋଲି ଜଣାପଡୁଛି। ତେବେ ଆପଣ ବି ଦେଖନ୍ତୁ ଏହି ମଜାଳିଆ ଭିଡିଓ। ବିଶ୍ୱାସ କରନ୍ତୁ ହସିହସି ଗଡିଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.