Below header

ଏଠାରେ ର୍କମଚାରୀଙ୍କ ଟାର୍ଗେଟ ପୂରା ନହେଲେ ପିଇବାକୁ ପଡ଼େ ନିଜ ପରିସ୍ରା, ଅାହୁରି ମଧ୍ୟ ରହିଛି ଅନେକ ଅଦ୍ଭୁତ ନିୟମ

କୌଣସି ବି କମ୍ପାନୀରେ କାମ କରିବାକୁ ହଲେେ ଅାପଣଙ୍କୁ କିଛି ନିୟମ ମାନିବାକୁ ପଡିଥାଏ। ଏହା ସହିତ ଅାପଣଙ୍କୁ କିଛି ଟାର୍ଗେଟ ପୂରା କରିବାକୁ ପଡିଥାଏ। ଯଦି ଅାପଣ ଏହି ଟାର୍ଗେଟ ପୂରା ନ କରନ୍ତି ତବେେ ଅାପଣଙ୍କର ଦରମା, ଉପୁରି ଏବଂ ପ୍ରମୋଶନ ରୋକିବା ଭଳି ଅନକେ ଦଣ୍ଡର ସାମ୍ନା କରିବାକୁ ପଡିଥାଏ। ଏହି ଦଣ୍ଡ ଅାପଣଙ୍କୁ ବହୁତ ଦୁଃଖ ଦେଇଥାଏ। କିନ୍ତୁ ଅାଜି ଅାମେ ଅାପଣଙ୍କୁ ଏମିତି ଦଣ୍ଡ ବିଷୟରେ ଜଣାଇବାକୁ ଯାଉଛୁ ଯାହା ବିଷୟରେ ଶୁଣି ଅାପଣ ଅାଶ୍ର୍ଚଯ୍ୟ ହୋଇଯିବେ।

ପିଇବାକୁ ପଡିଥାଏ ନିଜର ହିଁ ପରିଶ୍ରା :

crocroachଚୀନର ଏକ କମ୍ପାନୀର ର୍କମଚାରୀଙ୍କୁ ଦଣ୍ଡ ଭାବରେ ପରିଶ୍ରା ଏବଂ ଅସରପା ଖାଇବାକୁ କୁହାଯାଇଥାଏ। ଏହି କମ୍ପାନୀ ନିଜର ର୍କମଚାରୀ ମାନଙ୍କୁ ଏମିତି ହିଁ କିଛି ଅମାନବିକତା ଭଳି ଦଣ୍ଡ ଦିଅାଯାଇଥାଏ। କବେଳ ଅସରପା ଏବଂ ପରିଶ୍ରାକୁ ପିଅାଇବା ସହିତ ଏହି ଦଣ୍ଡ ସିମିତ ରହିନଥାଏ ବରଂ ସମୋନଙ୍କୁ ବେଲ୍ଟରେ ପିଟା ଯାଇଥାଏ। ଦଣ୍ଡ ବିଧାନରେ କିଛି ର୍କମଚାରୀଙ୍କୁ ମୁଣ୍ଡନ କରି ତାଙ୍କୁ ପାଇଖାନା ମଗରେ ପାଣି ପିଇବାକୁ ମଧ୍ୟ ପଡିଥାଏ।

ଏହା ସହ ପଢ଼ନ୍ତୁ : କଣ ସତରେ ଅଛନ୍ତି ଏଲିୟନ୍ ? ଆୟର୍ଲ୍ୟାଣ୍ଡ ଆକାଶରେ ଦେଖିବାକୁ ମିଳିଲା ଉଡନ୍ତା ଥାଳିଆ

ହୋଇଥାଏ ଏହି ନିୟମ :

ଏହି ଦଣ୍ଡବିଧାନ ସମୋନଙ୍କୁ ପୂରା ଅପିସ ଷ୍ଟାଫଙ୍କ ସାମ୍ନାରେ ଦିଅାଯାଇଥାଏ। ଏତିକିରେ କମ୍ପାନୀର ମନ ଭରିନଥାଏ, ଯେଉଁ ର୍କମଚାରୀ ମାନେ ର୍ଫମାଲ କପଡାରେ ଅାସି ନଥାନ୍ତି ସମୋନଙ୍କର ଗୋଟିଏ ମାସ ଦରମା ମଧ୍ୟ କଟାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.