Below header

ଶିକାର କରିବା ସମୟରେ ସିଂହ ପାଖକୁ ଯାଇ ଲୋକେ ନେବାକୁ ଲାଗିଲେ ସେଲଫି, କିନ୍ତୁ ତାପରେ ହେଲା କିଛି ଏପରି

ସବୁ ମଣିଷଙ୍କ ପର୍ସନାଲ ଲାଇଫ ରହିଥାଏ। ଠିକ ସେହିପରି ପଶୁ ମାନଙ୍କର ମଧ୍ୟ ରହିଥାଏ। କାହିଁକିନା ଯଦି ସେ ଆମ ସ୍ପେସରେ ଆସିଯାନ୍ତି ତ ସମସ୍ୟା ହୋଇଯିବ। ମାନବ ଏବଂ ପଶୁମାନେ ଜଣେ ଜଣଙ୍କୁ ରେସପେକ୍ଟ କରିବା ଉଚିତ। କିନ୍ତୁ ଏବେ ଏକ ଭିଡିଓରେ ଯେଉଁ ଦୃଶ୍ୟ କଏଦ ହୋଇଛି ତାହାକୁ ଦେଖିଲେ ହୁଏତ ଆପଣଙ୍କୁ କ୍ରୋଧ ଆସିବ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ସିଂହ ଶିକାର କରୁଥିବାର ଦେଖିବାକୁ ମିଳୁଛି ଯାହାକୁ ପ୍ରାୟ ୧୦୦ ମିଟର ଦୂରରେ ଛିଡା ହୋଇ କିଛି ଲୋକ ଦେଖୁଥିଲେ। ଖାଲି ଛିଡା ତ ହୋଇନାହାଁନ୍ତି ଏତେ ହିଂସ୍ର ପଶୁ ପାଖରେ ଛିଡା ହୋଇ ଲୋକେ ସେଲଫି ମଧ୍ୟ ନେଉଛନ୍ତି।

ଏହି ଭିଡିଓକୁ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ଦେଖାଯାଉଛି ଯେ ସିଂହ ଏକ ଗାଈ ଆଡକୁ ଦୌଡି ଯାଇ ତାହା ଉପରେ ଆକ୍ରମଣ କରୁଛି। ଏହି ସମୟରେ ଲୋକମାନେ ତାଙ୍କ ସହିତ ଫଟୋ ଏବଂ ଭିଡିଓ ବି ବନାଇବାକୁ ଲାଗିଲେ। କିନ୍ତୁ ସବୁ ପରେ ବି ଲୋକମାନଙ୍କୁ ହଂସ୍ର ଜନ୍ତୁଙ୍କ ପାଖକୁ ଯିବା ଅନୁଚିତ। ନଚେତ କେତେବେଳେ ବି ପରିସ୍ଥିତି ଓଲଟି ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.