Below header

ବ୍ୟକ୍ତି କଇଁଚି ଧରି ନିଜେ କାଟୁଛନ୍ତି ନିଜ କେଶ, ତାପରେ ମୁଣ୍ଡର ଅବସ୍ଥା କଣ ହଉଛି ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟ ସମୟରେ ଏମିତି କିଛି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ଏକଦମ୍‌ ଆଶ୍ଚଯ୍ୟର୍ ହୋଇଯାଉଛନ୍ତି। କିଛି ଭିଡିଓ ଏତେ ମଜାଦାର ଅଛି ଯେ ଯାହାକୁ ଦେଖିବା ପରେ ଆପଣଙ୍କ ହସ ବନ୍ଦ ହେବନି। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ବିଶ୍ୱାସ କରନ୍ତୁ ଆପଣଙ୍କ ହସକୁ ରୋକିପାରିବେନି।

ଆପଣ ଦେଖିଥିବେ ଯେ ଲୋକେ ସେଭିଙ୍ଗ କିମ୍ବା ଚୁଟି କାଟିବାକୁ ଡରନ୍ତି। କାହିଁକିନା ସେମାନଙ୍କ ମନରେ ଡର ଥାଏ ଯେ କାଟିବା ସମୟରେ କେତେବେଳେ ତାଙ୍କୁ ଆଘାତ ଲାଗିପାରେ। କିନ୍ତୁ ଆମେ ଯେଉଁ ବ୍ୟକ୍ତିଙ୍କୁ ଆଜି ଦେଖାଇବୁ ସେ ଅନ୍ୟ କାହା ହାତରେ ନୁହେଁ ବରଂ ନିଜେ କାଟୁଛନ୍ତି ନିଜ କେଶ। ତାହା ପୁଣି ବଢ଼ିଆ ଅନ୍ଦାଜରେ।


ଭିଡିଓରେ ଆପଣ ଦେଖିପାରିବେ ଯେ ବ୍ୟକ୍ତି ଗୋଟିଏ ହାତରେ ପାନିଆ ଧରିଛନ୍ତି ଏବଂ ଅନ୍ୟ ହାତରେ କଇଁଚି ଧରିଛନ୍ତି। ସେ ପ୍ରଥମେ ମୁଣ୍ଡରେ ପାନିଆ ମାରୁଛନ୍ତି, ତାପରେ କାଟୁଛନ୍ତି। ଆପଣ ଦେଖିପାରୁଥିବେ ଯେ ତାଙ୍କ କେଶ ବିଲକୁଲ ପରଫେକ୍ଟ ଭାବରେ କଟୁଛି। ତାଙ୍କୁ ଦେଖି ଏମିତି ଲାଗୁଛି ଯେ ସେ ନିଜେ ନୁହେଁ ବରଂ ଆଉ କିଏ କାଟିଦେଉଛି।

ତେବେ ସେ ଯାହା ହେଉ ଏହି ଭିଡିଓ ଦେଖିଲେ ଆପଣ ନିହାତି ଭାବରେ ଆପଣଙ୍କ ହସକୁ ଅଟକାଇ ରୋକିପାରିବେନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.