Below header

ବିଜ୍ଞାନ ମେଳାରେ ସ୍ମାର୍ଟ ଷ୍ଟିକ୍ ପ୍ରଦର୍ଶନ କରି ହୃଦୟ ଜିତିଲେ ଛାତ୍ରୀ

ସୁନ୍ଦର ଅତି ସୁନ୍ଦର ଭାବରେ ଜଣେ ଛାତ୍ରୀ ତିଆରି କରିଥିଲେ ଗୋଟିଏ ପ୍ରୋଜେକ୍ଟ ଯାହାକି ଏସମାଜ ପାଇଁ ବେଶ ମହତ୍ୱ ଓ ଗୁରୁତ୍ୱ ବହନ କରେ। ନାଟି ତାର ସ୍ମାର୍ଟ ଷ୍ଟିକ।

ଭୁବନେଶ୍ୱର(କେନ୍ୟୁଜ୍): ଆଜିର ଯୁଗରେ ବିଜ୍ଞାନକୁ ନେଇ ଆମେ ବହୁତ ଅଗ୍ରଗତି କରୁଛନ୍ତି । ହେଲେ ପ୍ରତ୍ୟେକ କଥା ମନୁଷ୍ୟ ଦ୍ୱାରା ପ୍ରସ୍ତୁତ ହୋଇ ଥାଏ । ମଣିଷ ବିଜ୍ଞାନକୁ ସମସ୍ତଙ୍କ ନିକଟରେ ପହଞ୍ଚାଇ ପାରିଛି ସତ ହେଲେ ବିଜ୍ଞାନ ଚଳାଏ ମଣିଷ କୁ। ମାଣିଷ ବିଜ୍ଞାନ ବଳରେ ଯେଉଁଠି ପହଁଚୁନା କାହିଁକି। ସେ ଯେଉଁଥିରୁ ଜୀବନ ଆରମ୍ଭ କରିଛି ତାର ଉତ୍ତର ଦାୟୀ ବାଭରେ ଆଜିର ଯୁବପିଢ଼ି ଯେଉଁ ସବୁ ନୂଆଁ ନୂଆଁ ତଥ୍ୟ ସମାଜର ମଣିଷ ମାନଙ୍କ ଭେଟି ଦେଉଛନ୍ତି ତାହା ଦେଖିଲେ ଆଖିରେ ଲାଖି ରହିଯାଏ। ସେଦିନ ଥିଲା ବିଜ୍ଞାନ ମେଳାର ପ୍ରଦର୍ଶନୀ ସୁରଭି ପକ୍ଷରୁ ଆୟୋଜନ ହୋଇ ଥିଲା। ବଛା ବଛା କିଛି ଛାତ୍ର ଛାତ୍ରୀ ଆସିଥିଲେ ଏହି ବିଜ୍ଞାନ ମେଳାକୁ ।

ସୁନ୍ଦର ଅତି ସୁନ୍ଦର ଭାବରେ ଜଣେ ଛାତ୍ରୀ ତିଆରି କରିଥିଲେ ଗୋଟିଏ ପ୍ରୋଜେକ୍ଟ ଯାହାକି ଏସମାଜ ପାଇଁ ବେଶ ମହତ୍ୱ ଓ ଗୁରୁତ୍ୱ ବହନ କରେ। ନାଟି ତାର ସ୍ମାର୍ଟ ଷ୍ଟିକ୍। ଏସମାଜର ସେମିତି ମଣିଷ ପାଇଁ ଆବଶ୍ୟକ ରହିଛି ଯେଉଁ ମାନେ ଅନ୍ୟର ବିନା ସାହାଯ୍ୟ ସହଯୋଗ ରେ ଚଳି ପାରନ୍ତି ନାହିଁ। ତେବେ ସେହି ଛାତ୍ରୀ ଜଣଙ୍କର ଏହି ବିଜ୍ଞାନ ସମ୍ବଳିତ କାରୁକାର୍ଯ୍ୟକୁ ନେଇ ପ୍ରସ୍ତୁତ ପ୍ରଣାଳୀ ବେଶ ହୃଦୟ ସ୍ପର୍ଶି ଆଉ ଦରକାରୀ ଥିଲା ।

ସେହି ମାନଙ୍କ ପାଇଁ ଦରକାର ଯେଉଁ ମାନେ ଦିବ୍ୟାଙ୍ଗ । ସେମାନଙ୍କ ପାଇଁ ଆବଶ୍ୟକ ରହିଛି ଯେଉଁ ମାନେ ବୁଢା ବୟସରେ ଅନ୍ୟ ଉପରେ ନିର୍ଭର କରି ବଞ୍ଚନ୍ତି ଅଥବା ଯେଉଁ ମାନଙ୍କର କେହି ନଥାନ୍ତି । ସେମାନଙ୍କୁ ନିଜର ମଣିଷଟିଏ ଯେମିତି ଦାୟିତ୍ୱ ନିଏ ସେହିଭଳି ଦାୟିତ୍ୱ ନେବା ଉପକାରୀ ବସ୍ତୁ ଟିଏ ଏହି ଛାତ୍ରୀ ପ୍ରସ୍ତୁତ କରି ନେଇ କରି ଆସିଛନ୍ତି। ତେବେ ସେହି ଛାତ୍ରୀ ଜଣଙ୍କ ଖୁବ୍ ସୁନ୍ଦର ଭାବେ ବଖାଣିଥିଲେ ସେ ତିଆରି କରିଥିବା ପ୍ରୋଜେକ୍ଟ ବିଷୟରେ । ପ୍ରୋଜେକ୍ଟଟି କେଉଁ ପଦାର୍ଥ ବା ବସ୍ତୁଟିରେ ପ୍ରସ୍ତୁତ ଆଉ କଣ ତାର ଉପକାରିତା । ତେବେ ସ୍ମାର୍ଟ ଷ୍ଟିକ ଏମିତି ଜିନିଷ ଯାହା ଉପକାରୀ ବନ୍ଧୁ ଭଳି ମଣିଷକୁ ସାହାଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.