Below header

ଏହାକୁ ଥରେ ଦେଖିଲେ ନିଶ୍ଚିତ ମନେ ପଡିବ ପିଲାବେଳ ଆଉ ଗାଁ ପୋଖରୀ, ଦେଖନ୍ତୁ ଭିଡିଓ

ଏହି ଭିଡିଓକୁ ଆପଣ ଦେଖିବା ପରେ ନିଶ୍ଚିତ ଭାବରେ ଆପଣଙ୍କ ପିଲାବେଳର କଥା ମନେପଡିଯିବ। ଭିଡିଓରେ ଆପଣ ଗାଁର ଛୋଟ ପିଲା ମାଟି ଏବହ ପାଣି ସହିତ ଖେଳୁଥିବା ନଜର ଆସୁଛନ୍ତି। ଏହି ଭିଡିଓକୁ ନନ୍ଦୀ ଫାଉଣ୍ଡେସନର ସିଇଓ ମନୋଜ କୁମାର ନିଜ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହାକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି ଅସଲି ମଜା ଦେଖିବାକୁ ଚାହୁଁଛନ୍ତି ତ ଭାରତୀୟ ଗାଁକୁ ଯାଆନ୍ତୁ।


ସେହିପରି ଆନନ୍ଦ ମହିନ୍ଦ୍ରା ଏହି ଭିଡିଓକୁ ରିଟ୍ଵିଟ କରି କ୍ୟାପସନରେ ଲେଖିଛନ୍ତି ଜୀବନରେ ସରଳ ସୁଖକୁ ଦର୍ଶାଇଥାଏ। ତେବେ କରୋନା ମହାମାରୀ କାରଣରୁ ବହୁତ ଲୋକେ ନିଜ ଗାଁକୁ ଚାଲିଯାଉଛନ୍ତି। ସତରେ ଏହି ଭିଡିଓ ଦେଖିଲେ ବହୁତ ଖୁସି ଲାଗୁଥିବ ଆପଣଙ୍କୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.