Below header

ଆଜି ଗୁଡ୍ ଫ୍ରାଇଡେ : ଜାଣନ୍ତୁ ଏହା ବିଷୟରେ କିଛି ରୋଚକ ତଥ୍ୟ

ଆଜି ହେଉଛି ଗୁଡ୍ ଫ୍ରାଇଡେ। ଏହି ଦିନ ପ୍ରେମ ଏବଂ ଜ୍ଞାନର ବାର୍ତ୍ତା ଦେଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶୁଳୀରେ ଚଢା ଯାଇଥିଲା। ଜାଣନ୍ତୁ କାହିଁକି ଗୁଡ୍ ଫ୍ରାଇଡେ ପାଳନ କରାଯାଇଥାଏ।

-ଶୁକ୍ରବାର ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଶୁଳୀରେ ଚଢା ଯାଇଥିଲେ ମଧ୍ଯ ଏହି ଦିନକୁ ଗୁଡ୍ ଫ୍ରାଇଡେ କୁହାଯାଇଥାଏ। କାରଣ ବାସ୍ତବରେ ଏହାର ରହସ୍ଯ ହେଉଛି ଯୀଶୁ ମୃତ୍ୟୁ ପରେ ଦ୍ବିତୀୟ ଥର ଜନ୍ମ ଗ୍ରହଣ କରିଥିଲେ, ଯେଉଁ କାରଣରୁ ଏହି ଦିନକୁ ଗୁଡ୍ ଫ୍ରାଇଡେ କୁହାଯାଇଛି।

jesus-ଏହି ଦିନ ଖ୍ରାଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ଉପବାସ କରିଥାନ୍ତି।

-ବ୍ରିଟେନ ସମତେ ପଶ୍ଚିମ ଦେଶରେ ଏହି ପର୍ବ ପାଳନ କରାଯାଇଥାଏ।

-ଗୁଡ୍ ଫ୍ରାଇଡେ ଦିନ ଲୋକମାନେ ଚର୍ଚ୍ଚରେ ବିଶେଷ ପ୍ରାର୍ଥନା କରିଥାନ୍ତି।

-ଏହି ଦିନ ଖ୍ରାଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କର କ୍୍ତଜ୍ଞତା ବ୍ଯକ୍ତ କରି ୪୦ ପୂର୍ବରୁ ଉପବାସ ରଖିଥାନ୍ତି। ଏହା କୁ ‘ଲେଂଟ’ କୁହାଯାଇଥାଏ।

jesus-christ-ଏହି ଦିନ ଚର୍ଚ୍ଚ ବା ଘରେ ସୁସଜ୍ଜିତ କରାଯାଇଥିବା ଜିନିଷକୁ କାଢି ଦିଆଯାଇଥାଏ ବା ସେହି ଜିନିଷ ସବୁକୁ ଘୋଡାଇ ଦିଆଯାଏ।

-ଗୁଡ୍ ଫ୍ରାଇଡେର ତୃତୀୟ ଦିନ ବା ରବିବାର ଦିନ ଯୀଶୁ ଖ୍ରୀଷ୍ଟ ଦ୍ବିତୀୟ ଥର ଜୀବତ ହୋଇଥିବାରୁ ଏହାକୁ ଇଷ୍ଟର ସଣ୍ଡେ କୁହାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.